ଆଇପିଏଲ: ମୁମ୍ବାଇ ଟିମରେ ପରିଲକ୍ଷିତ ହେଉଛି ରୋହିତଙ୍କ ଅଭାବ
ମୁମ୍ବାଇ: ଆଇପିଏଲ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ୭ଟି ମ୍ୟାଚରୁ ଦଳ କେବଳ ୨ଟି ମୁକାବିଲାରେ ବିଜୟ ହାସଲ କରିଛି । କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ଦଳର ପ୍ଲେ ଅଫ ପ୍ରବେଶ ଆଶା ଧୀରେ ଧୀରେ କ୍ଷୀଣ ହେଉଛି । ଏଥିପାଇଁ ବାକି ୭ଟି ମ୍ୟାଚରୁ ମୁମ୍ବାଇକୁ ୫…