Pak Threatens Afghan: ଆଫଗାନିସ୍ତାନକୁ ଧମକାଇଲା ପାକିସ୍ତାନ, ଯୁଦ୍ଧବିରତି ନେଇ କୌଣସି ନିଷ୍କର୍ସ ନହେଲେ ସିଧା…
ନୂଆଦିଲ୍ଲୀ: ପାକିସ୍ତାନ ଏବେ ଆଫଗାନିସ୍ତାନ ସହିତ ଖୋଲା ଯୁଦ୍ଧ କରିବାକୁ ଅଣ୍ଟା ଭିଡ଼ିଛି। ଟୋଲୋ ନ୍ୟୁଜ ରିପୋର୍ଟ କରିଛି ଯେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ ଚେତାବନୀ ଦେଇଛନ୍ତି ଯେ ଯଦି ଇସ୍ତାନବୁଲରେ ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହୁଏ, ତେବେ ଇସଲାମାବାଦ କାବୁଲ ସହିତ…