ମକର ସଂକ୍ରାନ୍ତିରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କେନ୍ଦୁଝର: ମକର ସଂକ୍ରାନ୍ତିର ପବିତ୍ର ଅବସରରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପତ୍ନୀଙ୍କ ସହ କେନ୍ଦୁଝରର ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି।
ନଦୀ କୂଳରେ ଥିବା ଶୈବ୍ୟ କାବେରୀ ଘାଟରେ ପୂଜାର୍ଚ୍ଚନା କରିଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ…