Latest Odisha News

BREAKING NEWS

Hirakud Dam: ହୀରାକୁଦର ଆଉ ୪ ଗେଟ୍‌ ଖୋଲିଲା; ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌ ଖୋଲିଲା । ଏବେ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ୍ ଜଳସ୍ତର । ପ୍ରଥମେ ଶନିବାର ୮ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଥିବାବେଳେ ରବିବାର…

Cheteshwar Pujara: କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଲେ ଚେତେଶ୍ୱର ପୂଜାରା, କହିଲେ କିଛି ଏମିତି….

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ବହୁତ ଦିନ ଧରି ଭାରତୀୟ ଟେଷ୍ଟ ଦଳରୁ ବାହାରେ ଥିଲେ। ଏବେ ସେ ତାଙ୍କର ସ୍ୱର୍ଣ୍ଣିମ କ୍ୟାରିୟରକୁ ବିଦାୟ ଦେଇଛନ୍ତି। ଭାରତୀୟ ଦଳରେ ତାଙ୍କ ସ୍ଥାନରେ ଅନେକ…

Road Accident: ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ

କାମାକ୍ଷାନଗର: ଅନୁଗୁଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରା ପଞ୍ଚାୟତର ଭାଲୁମୁଣ୍ଡାଠାରେ ଅଜଣା ଗାଡ଼ି ଧକ୍କାରେ ପୋଲିସ୍ ସହକାରୀ ଆରକ୍ଷୀ ନିରୀକ୍ଷକ (ଏଏସଆଇ)ଙ୍କର ମୃତ୍ୟୁ ହୋଇଛି । ମୃତ ଏଏସଆଇ ମାନସ ସିଂଙ୍କ ଘର କଙ୍କଡ଼ାହାଡ଼ ଥାନା ପାଟବେଡ଼ା ଗାଁରେ । ସେ ଅନୁଗୁଳ ପୋଲିସରେ…

Dream11 Pulls Out: ଏବେ ଟିମ୍ ଇଣ୍ଡିଆ ଜର୍ସିରେ ରହିବ କାହା ଲୋଗୋ?, ଚୁକ୍ତିରୁ ଓହରିବ ଡ୍ରିମ୍ ୧୧….

ନୂଆଦିଲ୍ଲୀ: ଅନଲାଇନ୍ ଗେମିଂ ବିଲ୍ ପାସ୍ ହେବା ପରେ, ଏସିଆ କପ୍ ପୂର୍ବରୁ ଡ୍ରିମ୧୧ ଭାରତୀୟ କ୍ରିକେଟ ଦଳର ଜର୍ସିର ସ୍ପନସରଶିପ୍ ବନ୍ଦ କରିବା ନେଇ ଏବେ ନିଷ୍ପତ୍ତି ନେଇସାରିଛି । ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଫାଣ୍ଟାସି ସ୍ପୋର୍ଟସ୍ ପ୍ଲାଟଫର୍ମ ଡ୍ରିମ୧୧ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ…

Bills To Sack Jailed Leaders:‘ନିଜକୁ ବି ଛାଡି ନାହାନ୍ତି ମୋଦି’, ଗିରଫ ମନ୍ତ୍ରୀଙ୍କୁ ପଦରୁ ବିଦା ବିଲ୍ ନେଇ…

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ କିରନ୍ ରିଜିଜୁ ଏକ ବଡ଼ ଖୁଲାସା କରିଛନ୍ତି । କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କୁ ନୂତନ ବିଲ ଠାରୁ ବାହାରେ ରଖିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ବିଲ୍…

Seized Vehicles Remove: ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର

ଭୁବନେଶ୍ୱର: ରାଜଧାନୀର ସବୁ ଥାନା ପରିସର ମଧ୍ୟରେ ପଡି ରହିଥିବା ଜବତ ଗାଡିକୁ ନେଇ ବଡ ସୂଚନା ଦେଲେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ । କହିଲେ ସବୁ ଥାନାରୁ ହଟିବ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି । ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ବୋଲି ମେୟର୍…

Dowry Case: ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା, ମାଉସୀ ଅଚେତ ହେବା ପର୍ଯ୍ୟନ୍ତ ପିଟିଲା….

ଲକ୍ଷ୍ନୌ: ପୁଣି ଯୌତୁକ ବର୍ବରତାରେ ବଳି ପଡିଲେ ଆଉ ଜଣେ ମହିଳା । ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ, ଯୌତୁକ ପାଇଁ ଜଣେ ମହିଳାଙ୍କୁ ତାଙ୍କ ପୁଅ ଏବଂ ଭଉଣୀଙ୍କ ସମ୍ମୁଖରେ ଜିଅନ୍ତା ପୋଡିଦେଲେ ସ୍ବାମୀ । ପୋଡ଼ିବା ପରେ, ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ଭଉଣୀଙ୍କୁ ମଧ୍ୟ…

Weather Update: ଆସନ୍ତାକାଲି ସୃଷ୍ଟି ହେବ ଆଉ ଏକ ଲଘୁଚାପ, ଆଜି ବର୍ଷାରେ ଭିଜିବ ଅଧା ଓଡିଶା…

ଭୁବନେଶ୍ବର: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଥିବା ଲଘୁଚାପ ସକ୍ରିୟ ରହିଛି । ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଫଳରେ ଆଜି ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦିନସାରା ଲାଗି…

Nonstick pan:ନନ୍-ଷ୍ଟିକ୍ ବାସନ ବ୍ୟବହାର କରୁଥିଲେ ସାବଧାନ; ସ୍ୱାସ୍ଥ୍ୟ ଉପରେ ପକାଏ ଗମ୍ଭୀର ପ୍ରଭାବ

ଭୁବନେଶ୍ବର:ଆଜିକାଲି ଘରେ ନନ୍-ଷ୍ଟିକ୍ ବାସନ ବହୁତ ବ୍ୟବହାର ହେଉଛି। କଢେଇ ଠାରୁ ଆରମ୍ଭ କରି ପ୍ରେସର କୁକର, ତାୱା ପର୍ଯ୍ୟନ୍ତ, ନନ୍-ଷ୍ଟିକ୍ ବାସନ ବ୍ୟବହାର କରାଯାଉଛି। ଏଗୁଡ଼ିକ ଏପରି ବାସନ ଯେଉଁଥିରେ ଖାଦ୍ୟ ଲାଗିବାର କୌଣସି ଟେନସନ୍ ନଥାଏ । ଏହି ପାତ୍ରଗୁଡ଼ିକ ପଲିଟେଟ୍ରାଫ୍ଲୋରୋଇଥିଲିନ୍…

Baitarani River: ବିପଦ ସଂକେତ ଉପରେ ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ଭଦ୍ରକ: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବା ସୂଚନା ରହିଛି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ, ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ନଦୀର ଜଳସ୍ତର । ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମି.; ଜଳସ୍ତର ୧୮.୪୨ ମି. ରହିଛି ।…