Latest Odisha News

BREAKING NEWS

ଉଡ଼ାଣର କିଛି ସମୟ ପରେ ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି, ଏମର୍ଜେନ୍ସି ଲ୍ୟାଣ୍ଡିଂ

ନୂଆଦିଲ୍ଲୀ: ଉଡ଼ାଣ ଆରମ୍ଭ ହେବାର କିଛି ମିନିଟ୍ ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆର ଏକ ବିମାନ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ବିମାନଟି ମୁମ୍ବାଇ ବିମାନବନ୍ଦରରୁ ନ୍ୟୁଆର୍କ ଅଭିମୁଖେ ଉଡ଼ାଣ ଭରିଥିଲା।…

୧୭ ବର୍ଷ ହେବ ଆଡିଲେଡରେ ହାରିନି ଭାରତ: କୋହଲି-ରୋହିତଙ୍କ ପାଇଁ ବଡ ଚ୍ୟାଲେଞ୍ଜ

ଆଡିଲେଡ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଆଡିଲେଡ ଓଭାଲରେ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ପଛୁଆ ଥିବା ଭାରତ ପାଇଁ ଏହି ମ୍ୟାଚରେ ବିଜୟ ଜରୁରୀ ହୋଇ ପଡିଛି । ଆଡିଲେଡରେ ଭାରତର ରେକର୍ଡ ଭଲ ରହିଛି । ୧୭ ବର୍ଷ ହେବ ଦିନିକିଆରେ ଭାରତ ଏଠାରେ…

ଏହି ମନ୍ଦିରରେ ମଦ ଭୋଗ ହୁଏ, ଦୀପର ତେଲ ଭଲ କରୁଛି ରୋଗ !

ବାରଣାସୀ: ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି । ହେଲେ ଏମିତି ବି କିଛି ମନ୍ଦିର ରହିଛି ସେ ସମ୍ପର୍କରେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । କାହିଁ କେଉଁ କାଳରୁ ମନ୍ଦିରରେ ଅଖଣ୍ଡ ଦୀପ ଜଳୁଛି । ବାରଣାସୀରେ ଥିବା କାଳ ଭୈରବୀ ମନ୍ଦିର ସମ୍ପର୍କରେ ବୋଧ ହୁଏ କେହି ଜାଣିଥିବେ । ଏହି…

ସୋର ସବ୍ ଜେଲରୁ କଏଦୀ ଫେରାର ଘଟଣା, ଦୁଇ ଜେଲ ୱାର୍ଡର ନିଲମ୍ବିତ

ବାଲେଶ୍ବର: କିଛିଦିନ ତଳେ ଚୌଦ୍ବାର ଜେଲ୍‌ରୁ ଦୁଇ ଜଣ ବିହାରୀ କଏଦୀ ଫେରାର ହୋଇଥିଲେ । ଏବେ ସୋର ଜେଲ୍‌ରୁ ମଙ୍ଗଳବାର ସନ୍ଧ୍ୟାରେ ଦୁଇ ଜଣ କଏଦୀ ଫେରାର ପାଇଁ ଉଦ୍ୟମ କରିଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ପୋଲିସ ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚମ୍ପଟ ମାରିବାରେ ସଫଳ ହୋଇଛି। ଏହି ଘଟଣାରେ…

Baby Dua: ବର୍ଷେ ପରେ ମୁହଁ ରିଭିଲ୍ କଲେ ରଣଭୀର, ଦୀପିକା; କାହା ଭଳି ଦେଖାଯାଉଛି ଝିଅ ଦୁଆ, ଇଣ୍ଟନେଟରେ ବିତର୍କ…

ମୁମ୍ବାଇ: ବଲିଉଡର ଅନ୍ୟତମ ଚର୍ଚ୍ଚିତ ଦମ୍ପତି, ଦୀପିକା ପାଦୁକୋନ ଏବଂ ରଣଭୀର ସିଂହ, ଏହି ଦୀପାବଳିରେ ସେମାନଙ୍କ ପ୍ରଶଂସକମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ନିଜ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିବା ପାଇଁ ଜଣାଶୁଣା ଏହି ଦମ୍ପତି ଶେଷରେ ତାଙ୍କ ଝିଅ ଦୁଆଙ୍କ ମୁହଁକୁ ସାରା ବିଶ୍ୱ ସମ୍ମୁଖରେ…

Gold rate today: ସୁନା,ରୂପା ଦରରେ ଲାଗିଲା ବ୍ରେକ

ଭୁବନେଶ୍ବର: ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି । ସୁନା,ରୂପା ଦରରେ ସାମାନ୍ୟ ବ୍ରେକ୍‌ ଲାଗିଲା । ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୩୮୦ଟଙ୍କା କମିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୩ହଜାର ୧୦୦ ଟଙ୍କା କମିଛି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ୨୪…

ପୀତବାସ ପଣ୍ଡା ହତ୍ୟା ମାମଲା: ମାରିବା ପାଇଁ ହୋଇଥିଲା ୫୦ ଲକ୍ଷର ଡିଲ୍

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଏସପିଙ୍କ ବଡ଼ ଖୁଲାସା। ହତ୍ୟା ମାମଲା ଉପରୁ ହଟିଲା ପରଦା । ପୀତବାସଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ପ୍ରି-ପ୍ଲାନ୍ । ବିହାରରୁ ଆସିଥିଲେ ହତ୍ୟାକାରୀ । ପୂରା ଫିଲ୍ମ ଷ୍ଟାଇଲ୍‌ରେ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ପ୍ରଥମେ…

ପନ୍ତଙ୍କ ଯୋଗୁ ସୁଯୋଗ ପାଇଲେନି ସର୍ଫରାଜ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ଟି କ୍ରିକେଟ ମ୍ୟାଚ ପାଇଁ ଭାରତ ଏ ଦଳର ଘୋଷଣା କରାଯାଇଛି । ଏଥିରେ ସର୍ଫରାଜ ଖାଁଙ୍କୁ ସୁଯୋଗ ମିଳିନି । ଯାହାକି ସମସ୍ତଙ୍କୁ ଚକିତ କରିଛି । ଏହି ସିରିଜ ପାଇଁ ରିଷଭ ପନ୍ତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ପନ୍ତଙ୍କୁ ସୁଯୋଗ ଦେବା ପାଇଁ ଚୟନ କମିଟି…

Indian Air Force: କେତେ ଶକ୍ତିଶାଳୀ ଭାରତୀୟ ବାୟୁସେନା?

ନୂଆଦିଲ୍ଲୀ: ବିଶ୍ବର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ହୋଇଛି ଭାରତୀୟ ବାୟୁସେନା । ବିଶ୍ୱ ଆଧୁନିକ ସାମରିକ ବିମାନ ନିର୍ଦ୍ଦେଶକ (WDMMA) ଦ୍ୱାରା ପ୍ରକାଶିତ ନୂତନ ରାଙ୍କିଂରେ ଏହା ପ୍ରକାଶ ପାଇଛି । ସବୁଠୁ ଆଶ୍ଚର୍ଯ୍ୟ ହେଉଛି ଭାରତୀୟ ବାୟୁ ଶକ୍ତି ଚୀନକୁ ବି ପଛରେ ପକାଇଛି ।…

ବାଙ୍ଗାଲୋରରେ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ, ଭଡ଼ା ଘରୁ ମୃତଦେହ ଉଦ୍ଧାର

କେନ୍ଦୁଝର: ତେଲକୋଇ ବ୍ଲକ୍‌ରେ ଦାଦନ ଦୁଃଖ। ବାଙ୍ଗାଲୋରରେ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ। ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ରହିଛି। ବାଙ୍ଗାଲୋରରେ କାମ କରୁଥିବା ଦେଉଳଡିହା ଗ୍ରାମର ଦମ୍ପତିଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ରାକେଶ ପାତ୍ର (୨୫) ଓ ସୀମା ନାୟକ ।…