ଶ୍ରୀ ଭାଗବତ ସାର ୧୩୫: ପ୍ରତ୍ୟେକ ଗୁରୁଙ୍କୁ ସଠିକ ଆକଳନ କରିବା ଓ ତାଙ୍କ ମାଧ୍ୟମରେ ମିଳୁଥିବା ଉପଯୁକ୍ତ ଶିକ୍ଷାକୁ…
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଅବଧୂତଙ୍କ ଚବିଶି ଗୁରୁ ଅତ୍ୟନ୍ତ ଶିକ୍ଷଣୀୟ ଓ ଭାବ ଉଦ୍ରେକ ବିଷୟ। ପ୍ରତ୍ୟେକ ଗୁରୁଙ୍କୁ ସଠିକ ଆକଳନ କରିବା ଓ ତାଙ୍କ ମାଧ୍ୟମରେ ମିଳୁଥିବା ଉପଯୁକ୍ତ ଶିକ୍ଷାକୁ ଗ୍ରହଣ କରିବା କେବଳ ଅବଧୂତ ହେଲେ ହିଁ ସମ୍ଭବ…