ସୁନ୍ଦରଗଡ: ଖଜୁରୀ ରସ ପିଇ ୫ ଜଣ ଅସୁସ୍ଥ
ସୁନ୍ଦରଗଡ : ସୁନ୍ଦରଗଡ ଜିଲା ବଣାଇ ଥାନା ଅନ୍ତର୍ଗତ ସାତକୁଦ ଗ୍ରାମରେ ଖଜୁରୀ ରସ ପିଇ ମଙ୍ଗଳବାର ରାତିରେ ପାଖାପାଖି ୫ ଜଣ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ ଖଜୁରୀ ରସ ପିଇ ଗତକାଲି ରାତିରେ ଜଣେ ସ୍କୁଲ ଛାତ୍ରଙ୍କ ସମେତ ଗ୍ରାମର ୫ଜଣ ବ୍ୟକ୍ତି ଖଜୁରୀ ରସ ପିଇଥିଲେ…