ସାମ୍ବାଦିକଙ୍କୁ ଧମକ ଦେବା ଅଭିଯୋଗରେ ପିଇଓ ଗିରଫ
ଯାଜପୁର: ସାମ୍ବାଦିକଙ୍କୁ ଧମକ ଦେବା ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଗିରଫ କରାଯାଇଛି।ଆବାସ ଯୋଜନା ତଦନ୍ତ ସମୟରେ ଅଧିକାରୀ ମଦ ପିଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା।
ଗିରଫ ଅଧିକାରୀ ଜଣକ ବିତନା ପିଇଓ ଶୁଶାନ୍ତ ସାହୁ ବୋଲି ଜଣାପଡି ଲଛି। ସୋସିଆଲ…