Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ୪ଜଣଙ୍କୁ ମିଳିଲାନି ଭାରତୀୟ ଭିସା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ୨୦୨୬ ସଂସ୍କରଣ ଭାରତ ଏବଂ ଶ୍ରୀଲଙ୍କାରେ ମିଳିତ ଭାବେ ଆୟୋଜିତ ହେବ । ଟୁର୍ଣ୍ଣାମେଂଟ ଆରମ୍ଭ ହେବା ପୂର୍ବରୁ ବିବାଦ ଏହାର ପିଛା ଛାଡୁନି । ଭାରତ-ପାକିସ୍ତାନ, ଭାରତ-ବାଂଲାଦେଶ ବିବାଦ ପରେ ଏବେ ଭିସାକୁ ନେଇ ଅଶାନ୍ତି ଉପୁଜିଛି । ପାକିସ୍ତାନ ସହ…

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି; ବୁଲା କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ କ୍ଷତିପୂରଣ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅନେକ ସହରରେ ବୁଲା କୁକୁରଙ୍କ ଆତଙ୍କ ବୃଦ୍ଧିପାଉଥିବାରୁ ଆଜି ସୁପ୍ରିମକୋର୍ଟ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ଖଣ୍ଡପୀଠ କୁକୁର କାମୁଡ଼ାକୁ ନେଇ ଚେତାବନୀ ଦେଇ କହିଛନ୍ତି ଯେ ଯଦି କୌଣସି ଶିଶୁ କିମ୍ବା ବୃଦ୍ଧ ବ୍ୟକ୍ତି ବୁଲା…

Child Marriage: ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମର ଶୁଭାରମ୍ଭ, ବାଲ୍ୟ ବିବାହ ନିବାରଣ ପାଇଁ…

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ଅଭିଯାନ, ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି । ଏହା ସହ ବୁଝାମଣା ପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମ ଲୋକସେବା ଭବନ ସ୍ଥିତ କନଭେନସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ…

Shaksgam Valley: ଦିଲ୍ଲୀଠାରୁ ତିନି ଗୁଣ ବଡ଼… କାହିଁକି ଶକ୍ସଗାମ ଭ୍ୟାଲିକୁ ଚୀନ୍‌କୁ ଉପହାର ଦେଇଥିଲା…

ନୂଆଦିଲ୍ଲୀ: ଭାରତର ଶାକ୍ସଗାମ୍ ଉପତ୍ୟକାରେ ନିର୍ମାଣ କାର୍ଯ୍ୟକୁ ନେଇ ବେଜିଂ ଏବଂ ନୂଆଦିଲ୍ଲୀ ମଧ୍ୟରେ ବିବାଦ ପୁଣି ମୁଣ୍ଡ ଟେକିଛି। ନୂଆଦିଲ୍ଲୀ କହିଛି ଯେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପ ଅଧୀନରେ ଶାକ୍ସଗାମରେ କରାଯାଉଥିବା ନିର୍ମାଣ କାର୍ଯ୍ୟ ବେଆଇନ। ଚୀନ୍ ୧୯୬୩ ମସିହାରୁ…

ବ୍ରିକ୍ସ ୨୦୨୬ର ନୂଆ ଲୋଗୋ ଓ ୱେବସାଇଟ୍ ଲଞ୍ଚ କଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର 

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ୨୦୨୬ ମଞ୍ଚକୁ ଏକ ପଦ୍ମ ଫୁଲରେ ସଜ୍ଜିତ କରାଯିବ। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଙ୍ଗଳବାର ଦିନ ବ୍ରିକ୍ସ ୨୦୨୬ ପାଇଁ ସରକାରୀ ଲୋଗୋ ଏବଂ ୱେବସାଇଟ୍ ଲଞ୍ଚ କରିଛନ୍ତି। ଏହି ଲୋଗୋର ପଦ୍ମ ଚିହ୍ନ ଆକର୍ଷଣ ସାଜିଛି। ଲୋଗୋ ଲଞ୍ଚ ପରେ ବୈଦେଶିକ…

ହ୍ୟୁମାନ୍‌ ସାଗର ମୃତ୍ୟୁ ମାମଲା: ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

ଭୁବନେଶ୍ୱର: ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ମୋଡ଼। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ। ଏଥି ସହିତ ସୋମେଶ ଶତପଥୀଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି। ଅର୍ପିତା ଓ ସୋମେଶଙ୍କ ଆଗୁଆ ଜାମିନ୍ ଆବେଦନ ଶୁଣାଣି କରି ହାଇାକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ବିବାହର ନିଷ୍ପତ୍ତିରେ ଝିଅର ସ୍ବୀକୃତି ନେବା ନିତ୍ୟାନ୍ତ ଆବଶ୍ୟକ..

କଟକ: ବିବାହ କ୍ଷେତ୍ରରେ ଝିଅର ନିଷ୍ପତ୍ତି ସବୁଠୁ ଗୁରୁତ୍ବପୂର୍ଣ୍ଣ । ଏପରି କୌଣସି ନିଷ୍ପତ୍ତି ଅଭିଭାବକଙ୍କ ଦ୍ବାରା ନିଆଯିବା ପୂର୍ବରୁ ଝିଅର ଅନୁମତି ନିଆଯିବା ଉଚିତ । ଜୋର୍ ଜବରଦସ୍ତି କନ୍ୟାର ବିବାହ କରି ପାରିବେ ନାହିଁ ଅଭିଭାବକ । ଝିଅ ନିଖୋଜ ଅଭିଯୋଗରେ ଦାୟର ହୋଇଥିବା ଏକ ‘ହେବିୟସ…

Rashami Desai: ୮ ବର୍ଷ ଧରି ଡିପ୍ରେସନରେ ଥିଲେ ରଶ୍ମୀ ଦେଶାଇ.. ନିଜ କଥା କଲେ ଖୁଲାସା

ମୁମ୍ବାଇ: ଫେମସ୍ ଅଭିନେତ୍ରୀ ରଶ୍ମୀ ଦେଶାଇ ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ଅନେକ ହିଟ୍ ଟିଭି ଶୋ’ରେ ଅଭିନୟ କରିଛନ୍ତି ଏବଂ ଘରେ ଘରେ ପରିଚିତ ହୋଇଛନ୍ତି। ଏକ ସାମ୍ପ୍ରତିକ ସାକ୍ଷାତକାରରେ, ଅଭିନେତ୍ରୀ ତାଙ୍କ ଜୀବନର ସବୁଠାରୁ ଚ୍ୟାଲେଞ୍ଜିଂ ପର୍ଯ୍ୟାୟ…

ଗାର୍ଲଫ୍ରେଣ୍ଡ୍ ସୋଫିଙ୍କ ସହ ନିର୍ବନ୍ଧ କଲେ ଶିଖର ଧାୱନ…

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ପ୍ରେମିକା ସୋଫି ସାଇନଙ୍କ ସହ ନିର୍ବନ୍ଧ ଆନାଉନ୍ସ କରିଛନ୍ତି। କ୍ରିକେଟର ସୋମବାର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଏକ ଫଟୋ ସେୟାର କରିଥିଲେ। ରିପୋର୍ଟ ଅନୁସାରେ ଏହି ଦମ୍ପତି ଫେବୃଆରୀ ତୃତୀୟ ସପ୍ତାହରେ ବିବାହ ବନ୍ଧନରେ ଆବଦ୍ଧ…

Trump On Supreme Court Ruling On Tariffs: “ବରବାଦ୍ ହୋଇଯିବ ଆମେରିକା…”; ଭୟରେ ଟ୍ରମ୍ପ!

ନୂଆଦିଲ୍ଲୀ: ଟାରିଫ ବୋମା ନେଇ ଏବେ ଭୟରେ ଟ୍ରମ୍ପ ଅନ୍ୟ ଦେଶକୁ ଡରାଉଥିବା ଟ୍ରମ୍ପ୍, ଏବେ ନିଜେ ଚିନ୍ତାରେ ଶେଷ ହୋଇଯିବ ଟ୍ରମ୍ପଙ୍କ ଟାରିଫ୍ ଖେଳ? ନଷ୍ଟ ହୋଇଯିବ ଆମେରିକା... କି ନିଷ୍ପତ୍ତି ଶୁଣାଇବେ ସୁପ୍ରିମକୋର୍ଟ? ଭେନେଜୁଏଲାରେ ତାଣ୍ଡବ ରଚାଇଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ…