ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ମେ’ ମାସକୁ ନେଇ ବଢ଼ିଲା ଚିନ୍ତା, ଜାଣନ୍ତୁ କ’ଣ କହୁଛି ପୂର୍ବାନୁମାନ
ଭୁବନେଶ୍ୱର: ଇତିହାସର ପୁନରାବୃତ୍ତି ହେବ କି? ମେ’ ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଭୟ ସତେଜ ହୋଇଉଠେ। ୩ ବର୍ଷର ବିରତି ପରେ ପୁଣି ଥରେ ବଙ୍ଗୋପସାଗରରେ ଏକ ବଡ଼ ଧରଣର ସାମୁଦ୍ରିକ ହଲଚଲ ହେବାର ସଙ୍କେତ ମିଳିଛି। ଆନ୍ତର୍ଜାତୀୟ ପାଣିପାଗ ମଡେଲ୍ 'ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ'…