ମେଡିକାଲର ଶୌଚାଳୟରୁ କଙ୍କାଳ ଠାବ, କାହାର କଙ୍କାଳ ଅସ୍ପଷ୍ଟ…
ବଲାଙ୍ଗିର: ପାଟଣାଗଡ଼ ଥାନା ଭଇଁଶା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା କ୍ୟାମ୍ପସରେ ଏକ ପରିତ୍ୟକ୍ତ ଶୌଚାଳୟରେ କଙ୍କାଳ ପଡିଥିବା ଦେଖିବାକୁ ମିଳିଛି । ୩ଟି କଙ୍କାଳ ଠାବ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
କଙ୍କାଳଟି ମଣିଷ ଛୁଆ କିମ୍ବା ମାଙ୍କଡ଼ ଛୁଆର ବୋଲି…