blast in Silvassa:ନାଇଟ୍ରୋଜେନ୍ ଗ୍ୟାସ୍ ଗୋଦାମରେ ଭୟଙ୍କର ବିସ୍ଫୋରଣ… ୪ ଜଣଙ୍କ ମୃତ୍ୟୁ, ଅନେକ ଆହତ
ନୂଆଦିଲ୍ଲୀ: ଶନିବାର ସକାଳେ ଦାଦ୍ରା ଓ ନଗର ହାବେଳୀ କେନ୍ଦ୍ରଶାସିତ ଅଞ୍ଚଳର ସେଲଭାସାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦେମାନି ରୋଡରେ ଥିବା ଏକ ନାଇଟ୍ରୋଜେନ୍ ଗ୍ୟାସ୍ ଗୋଦାମରେ ସିଲିଣ୍ଡର ରିଫିଲିଂ ସମୟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ଦୁଃଖଦ ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି…