ଲୋକପ୍ରିୟ କଣ୍ଠଶିଳ୍ପୀ ଜୁବୀନ୍ ଗର୍ଗଙ୍କୁ ଦିଆଯାଇଥିଲା କି ବିଷ; କାହିଁକି ଏମିତି କହିଲେ ବ୍ୟାଣ୍ଡମେଟ୍…
ନୂଆଦିଲ୍ଲୀ: ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ମାମଲା ଏକ ନୂଆ ମୋଡ଼ ନେଇଛି। ଜୁବୀନ୍ଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ମହୋତ୍ସବ ଆୟୋଜକ ଶ୍ୟାମକାନୁ ମହନ୍ତ ତାଙ୍କୁ ବିଷ ଦେଇ ହତ୍ୟା କରିବା ସହ ଏହାକୁ ଏକ ଦୁର୍ଘଟଣା ବୋଲି ଦର୍ଶାଇବାକୁ ଷଡ଼ଯନ୍ତ୍ର କରିଥିଲେ ବୋଲି ତାଙ୍କ…