କେନ୍ଦୁଝର: ସଡକ ଦୁର୍ଘଟଣାରେ ଟାଟା ଷ୍ଟିଲ କର୍ମଚାରୀ ଆହତ
ଯୋଡା : କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ଖଣ୍ଡବନ୍ଧ ଖଣି ନିକଟରେ ମଙ୍ଗଳବାର ରାତିରେ ଏକ ଷ୍ଟାଫ ବସ୍ ଓଲଟି ପଡିବାରୁ ଟାଟା ଷ୍ଟିଲ କମ୍ପାନୀ (ଟିପିଏଲ)ର ୨୦ ରୁ ଅଧିକ କର୍ମଚାରୀ ଆହତ ହୋଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ କର୍ମଚାରୀମାନେ କମ୍ପାନୀ ବସରେ ଯୋଡା ଯାଉଥିବାବେଳେ…