Odisha woman cricket star Rasanara: ମହିଳା କ୍ରିକେଟରୁ ଅବସର ଘୋଷଣା କଲେ ରସାନାରା ପରୱିନ
ଭୁବନେଶ୍ୱର: ପୂର୍ବତନ ଭାରତୀୟ ଅଫ୍ ସ୍ପିନର ତଥା ଓଡ଼ିଶା ମହିଳା କ୍ରିକେଟ୍ ଷ୍ଟାର ରସାନାରା ପରୱିନ୍ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଗତକାଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଭାରତର ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ଦ୍ୱିତୀୟ ମହିଳା କ୍ରିକେଟର,…