ଘୋଷଣା ହେଲା ଓଡ଼ିଶା ରଣଜୀ ଟିମ୍; ଶୁଭ୍ରାଂଶୁ ସେନାପତି ଅଧିନାୟକ
ଭୁବନେଶ୍ବର: ଓଡିଶା ରଣଜୀ ଦଳ ହେଲା ଘୋଷଣା । ୨୦୨୫-୨୬ ରଣଜୀ ସିଜିନର ପ୍ରଥମ ୩ ମ୍ୟାଚ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କଲା ଓଡିଶା କ୍ରିକେଟ ସଂଘ । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଚୟନ ହୋଇଛନ୍ତି।
ଘୋଷଣା ହୋଇଥିବା ଟିମ୍ରେ ରହିଛନ୍ତି ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ…