ନୂଆଦିଲ୍ଲୀ: କରୋଲବାଗର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୧୭ ମୃତ
ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ କରୋଲବାଗ ନିକଟବର୍ତ୍ତୀ ଅର୍ପିତ ପ୍ୟାଲେସ୍ ନାମକ ଏକ ହୋଟେଲରେ ମଙ୍ଗଳବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି ।
ଏହି ଅଗ୍ନିକାଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଛୋଟ ଶିଶୁ ରହିଥିବା ସୂଚନା ମିଳିଛି ।…