Latest Odisha News

BREAKING NEWS

Destroyed Mao Camp: ପୁଣି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଧ୍ୱଂସ କଲେ ମାଓ କ୍ୟାମ୍ପ, ବିସ୍ପୋରକ ସାମଗ୍ରୀ ସହ…

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ମାଓ ସଙ୍ଗଠନକୁ ଶକ୍ତ ଝଟକା। ପୁଣି ମାଓ କ୍ୟାମ୍ପ ଧ୍ୱଂସ କଲେ ସୁରକ୍ଷାକର୍ମୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। କଞ୍ଚାଲ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଧରଣର କ୍ୟାମ୍ପ…

Odisha Police SI: ଏସଆଇ ପରୀକ୍ଷାରେ ଜାଲିଆତି ମାମଲା: ସିବିଆଇ ତଦନ୍ତ ଦାବି କଲେ ଯୁବ ବିଜେଡି ସଭାପତି

ଭୁବନେଶ୍ୱର: ୧୬ ମାସରେ ୧୬ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଲାଣି। ଗତକାଲି ବାତିଲ ହୋଇଥିବା ପୋଲିସ ସବ୍ ଇନିସପେକ୍ଟର୍ ପରୀକ୍ଷାରେ କୋଟି କୋଟି ଟଙ୍କାର ଡିଲ୍ ହୋଇଛି। ଏହି କେଳେଙ୍କାରି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କର ଅସଲ ଚେହେରା ଲୋକଲୋଚନକୁ ଆସିଯାଇଛି। ଏହା ଏକ…

ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ମା’ଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଶୋକ…

ଭୁବନେଶ୍ୱର: ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ମା'ଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ। ଏକ ଶୋକ ବାର୍ତ୍ତାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, "ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ ବି ଖୁରାନିଆଙ୍କ ମାଆ କମଲେଶ…

ଦ କ୍ୟାଚ୍, ଓଡ଼ିଶା ଦ୍ଵାରା ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବ ଆୟୋଜିତ

ଭୁବନେଶ୍ୱର: ଦ କ୍ୟାଚ୍, ଓଡ଼ିଶା ଦ୍ଵାରା ଆୟୋଜିତ ତ୍ରିଦିବସୀୟ ସଂସ୍କୃତ ନାଟ୍ୟ ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ରାଜଧାନୀ ମହାବିଦ୍ୟାଳୟ ଦ୍ଵାରା ଭଗବଦ୍ ଆଜ୍ଜ୍ୟୟକମ ପ୍ରହସନ ପରିବେଷଣ କରାଯାଇଥିଲା, ଯାହା ଲୋକଙ୍କ ମନକୁ ବେଶ୍ ଛୁଇଁଥିଲା। ହାସ୍ୟରସାତ୍ମକ ହୋଇଥିବାରୁ ଲୋକ ମଧ୍ୟ ଖୁବ୍ ଆନନ୍ଦ…

DA Hike: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦୀପାବଳି ଭେଟି, ମହଙ୍ଗା ଭତ୍ତା ୩%କୁ ବୃଦ୍ଧି କଲେ ସରକାର…

ନୂଆଦିଲ୍ଲୀ: ଦୀପାବଳି ଉତ୍ସବର ଠିକ୍ ପୂର୍ବରୁ, କେନ୍ଦ୍ର ସରକାର କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଏକ ବଡ଼ ଭେଟି ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ ମହଙ୍ଗା ଭତ୍ତା (DA) ରେ ୩ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରିଛି। ଏହି ବୃଦ୍ଧି ସହିତ, ମୋଟ DA ହାର ବର୍ତ୍ତମାନ ୫୫…

ଶିଶୁଙ୍କ ନାମକରଣ ପାଇଁ ୨୭ ଲକ୍ଷ ଟଙ୍କା ନିଅନ୍ତି ଏହି ମହିଳା…!

ନୂଆଦିଲ୍ଲୀ:ଆମେରିକାର ସାନ ଫ୍ରାନ୍ସିସ୍କୋର ଟେଲର ହମ୍ଫ୍ରି ଏକ ଏପରି ବ୍ୟବସାୟ ସୃଷ୍ଟି କରିଛନ୍ତି ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି । ସାଧାରଣତଃ ମା'ବାପାମାନେ ନିଜର ଛୁଆମାନଙ୍କ ନାଁ ନିଜେ ଭାବିଥାନ୍ତି, କିନ୍ତୁ ଟେଲର ଏଥିପାଇଁ ଏକ ମୋଟା ଫି ନିଅନ୍ତି। ତାଙ୍କର ଗ୍ରାହକମାନେ ଅଧିକାଂଶ ଧନୀ…

Trump’s Nobel Dream: ଟ୍ରମ୍ପଙ୍କ ନୋବେଲ୍ ଆଶା: କଳେ ବଳେ କୌଶଳେ ଜାରି ରଖିଛନ୍ତି ପ୍ରୟାସ, ଏବେ କହିଲେଣି…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନୋବେଲ ଶାନ୍ତି ପୁରସ୍କାର ସମ୍ପର୍କରେ ଏକ ବଡ଼ ବିବେଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତାଙ୍କୁ ପୁରସ୍କାର ନ ମିଳେ, ତେବେ ଏହା କେବଳ ତାଙ୍କ ପାଇଁ ନୁହେଁ ବରଂ ସମଗ୍ର ଆମେରିକା ପାଇଁ ଏକ ବଡ଼ ଅପମାନ ହେବ। ଟ୍ରମ୍ପ ଦାବି…

କଟକରେ ପ୍ରବଳ ବର୍ଷା ପବନ; କଲେଜ ଛକ ଲାଇଟ୍‌ ଗେଟ୍‌,ପୂଜା ମଣ୍ଡପର ଭାଙ୍ଗିଲା ତାଜା…

କଟକ: କଟକରେ ପ୍ରବଳ ବର୍ଷା ସାଙ୍ଗକୁ ପବନ। ଭାଙ୍ଗିଲା କଲେଜ ଛକ ଲାଇଟ୍‌ ଗେଟ୍‌ । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେଜ ଛକ ଦୁର୍ଗା ମଣ୍ଡପରେ ପହଞ୍ଚିଥାନ୍ତେ। ହେଲେ ତାପୂର୍ବରୁ ସେଠାରେ ବର୍ଷାପବନ ଯୋଗୁ ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଣୀହାଟରୁ…

CM Visit Puja Pandals: କଟକ ଦଶହରା ବୁଲିଲେ ମୁଖ୍ୟମନ୍ତ୍ରୀ; ବିଭିନ୍ନ ମଣ୍ଡପ ଗସ୍ତ କରି ଲଭୁଛନ୍ତି ମା’ଙ୍କ…

କଟକ: ଗତକାଲି କେନ୍ଦୁଝରର ଦୁର୍ଗାପୂଜାର ମଜା ନେବା ପରେ, ପୂର୍ବ ବର୍ଷ ପରି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଗସ୍ତରେ ଯାଇ ସେଠାରେ ପୂଜା ମଣ୍ଡପ ପରିଦର୍ଶନ କରୁଛନ୍ତି। ରୌପ୍ୟ ନଗରୀର ବିଭିନ୍ନ ପୂଜା ମଣ୍‌ଡପ ବୁଲି ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ଜି କଟକରେ ଦଶହରା ବୁଲୁଛନ୍ତି…

ଆଜିଠାରୁ ଆହୁରି ସହଜ ହେବ ବିଦେଶୀଙ୍କ ପାଇଁ ଭାରତ ଯାତ୍ରା, ଲାଗୁ ହେଲା e-Arrival Card

ନୂଆଦିଲ୍ଲୀ: ଆଜିଠାରୁ ଆହୁରି ସହଜ ହେବ ବିଦେଶୀଙ୍କ ପାଇଁ ଭାରତ ଯାତ୍ରା। ଆଜିଠୁ ଆଉ ଇମିଗ୍ରେସନ କାଉଣ୍ଟରରେ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡିବ ନାହିଁ। ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦେଶୀ ପର୍ଯ୍ୟଟକ ଭାରତ ଆସନ୍ତି। ଭାରତରେ ଏମିତି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, ଯାହାକୁ ଦେଖିବାକୁ ଅନେକ…