ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସଂପନ୍ନ
ଭୁବନେଶ୍ୱର: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ବାର୍ଷିକ ଛତର ଯାତ୍ରା ଆଡମ୍ବର ସହିତ ପାଳିତ ହୋଇଯାଇଛି। ଏଥିରେ ଆଖପାଖ ଅଞ୍ଚଳ ଏବଂ ପଡ଼ୋଶୀ ରାଜ୍ୟରୁ ମଧ୍ୟ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ।
ଶତାବ୍ଦୀ ପୁରୁଣା ଏହି ପରମ୍ପରାରେ ବହୁ ସଂଖ୍ୟକ ପଶୁ ଏବଂ ପକ୍ଷୀଙ୍କୁ…