ଖୋର୍ଦ୍ଧାରୁ ୧୩ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧା : ଖୋର୍ଦ୍ଧାସ୍ଥିତ ସାମନ୍ତରାପୁର ଛକରେ ଅବକାରୀ ବିଭାଗ ଶୁକ୍ରବାର ଦିନ ପ୍ରାୟ ୧୩ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ସାମନ୍ତରାପୁର ଛକରେ ଚଢାଉ…