ତାଳପତ୍ର ପଟ୍ଟଚିତ୍ର ଓ ଡୋକ୍ରା ରାଖୀ ମାଧ୍ୟମରେ ଗ୍ରାମୀଣ ମହିଳା ଆତ୍ମ ନିର୍ଭରଶୀଳ କରୁଛି ଟିପିସିଓଡିଏଲ
ଭୁବନେଶ୍ୱର: ପାଖେଇ ଆସୁଛି ଭାଇ ଭଉଣିଙ୍କ ସ୍ନେହର ପ୍ରତୀକର ପର୍ବ ପବିତ୍ର ରକ୍ଷା ବନ୍ଧନ। ଟିପିସିଓଡିଏଲ ଓ ଏହାର ସିଏସଆର ପ୍ରକଳ୍ପ ସମୃଦ୍ଧି ମାଧ୍ୟମରେ ଓଡ଼ିଶାର ଅନନ୍ୟ ସଂସ୍କୃତିକ ଲୋକକଳା ପଟ୍ଟଚିତ୍ର ଓ ଡକ୍ରା କାରିଗରୀକୁ ନେଇ ପ୍ରସ୍ତୁତ ପରିବେଶ ଉପଯୋଗୀ ରାକ୍ଷୀର ପ୍ରଚାର ପ୍ରସାର ଦିଗରେ…