Latest Odisha News

BREAKING NEWS

ବବିତା ପାତ୍ର ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ବବିତା ପାତ୍ରଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଭାବରେ ନିଯୁକ୍ତ କରିଛନ୍ତି। ବ୍ରହ୍ମପୁରର ମୟୂର ବିହାରର ବାସିନ୍ଦା ବବିତା ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କିମ୍ବା ପଞ୍ଚଷଠି ବର୍ଷ ବୟସ ପର୍ଯ୍ୟନ୍ତ ଏହି ପଦବୀରେ…

ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିବା ପ୍ରସଙ୍ଗ: ଟ୍ରମ୍ପଙ୍କ ଧମକରେ କ୍ଷୁବ୍ଧ ହେଲା ରୁଷ, କହିଲା- ବ୍ରିକ୍ସ ଦେଶଗୁଡ଼ିକ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିଛନ୍ତି। ଭାରତ ରୁଷଠାରୁ ଅଶୋଧିତ ତେଲ କିଣିବାକୁ ନେଇ ସେ ବିରୋଧ କରିଛନ୍ତି। ସେ ୟୁକ୍ରେନରେ ଚାଲିଥିବା ମାନବିକ ଦୁଃଖଦ ଘଟଣା ପ୍ରତି ଭାରତ ଉଦାସୀନ ଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ଯଦି ଏହା ଜାରି ରହେ…

ଟିମ ଇଣ୍ଡିଆରୁ ବାଦ ପଡିବେ ସିରାଜ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ମହମ୍ମଦ ସିରାଜ ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ସିରିଜରେ ୨୩ଟି ୱିକେଟ ଅକ୍ତିଆର କରିଥିଲେ । ଏବେ ଭାରତୀୟ ଟିମ କିଛି ଦିନ ବ୍ରେକ ପରେ ସେପ୍ଟମ୍ବରରେ ପୂନର୍ବାର…

ଝିଅକୁ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ, ଅଭିଯୁକ୍ତ ବାପାଙ୍କୁ ୨୦ ବର୍ଷ କାରା ଦଣ୍ଡାଦେଶ

ଯାଜପୁର: ଜନ୍ମ କଲା ବାପା ନିଜ ଝିଅକୁ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି। ୨୦୨୪ ମସିହାରେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଂଚଳରେ ନିଜ ଝିଅକୁ ବାପା ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ବାପା ପ୍ରଶାନ୍ତ ଦାସଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ପୋସ୍କୋ…

ଶ୍ରୀମନ୍ଦିର ପରିସରରୁ ଜବତ ହେଲାଣି ୩ଟି ହିଡେନ କ୍ୟାମେରା, ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ!

ପୁରୀ: ଗତ ୧୦ଦିନ ମଧ୍ୟରେ ଶ୍ରୀମନ୍ଦିରରେ ତିନୋଟି ହିଡେନ କ୍ୟାମେରା ଜବତ। ଆଜି ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ଦେଇ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ପ୍ରବେଶ କରୁଥିବା ବେଳେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରା କରାଯାଉଛି। ପ୍ରତିଶ ପାଲ ନାମକ ଏହି ଯୁବକ ପଶ୍ଚିମ ବର୍ଦ୍ଧମାନର…

କଟକରେ ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ପର୍ଦ୍ଦାଫାସ, ହାତ ବାଜି ଫୁଟିଗଲା ଗୁଳି

କଟକ: ନୂଆବଜାରରେ ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ପର୍ଦ୍ଦାଫାସ। ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଫୁଟିଥିବା କହିଲେ ଡିସିପି। ଆହତ ସଞ୍ଜୟ ତରାଇଙ୍କୁ ବନ୍ଧୁକ ଦେଖାଉଥିଲେ ୨ ଯୁବକ। ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଫୁଟିଥିଲା। ହେଲେ କେହି ଗୁଳିମାଡ଼ କରିଥିବା କହିଥିଲେ ୨ ଯୁବକ।…

ବାଦଲଫଟା ବର୍ଷାରେ ଭାସିଗଲା ଉତ୍ତରକାଶୀର ଏହି ଗାଁ, ୪ ମୃତ

ଉତ୍ତରକାଶୀ: ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲିରେ ବାଦଲ ଫଟା ବର୍ଷା ଫଳରେ ମଙ୍ଗଳବାର ଅପରାହ୍ନରେ ଏକ ଗାଁ ସମ୍ପୂର୍ଣ୍ଣ ଭାବେ ଭାସି ଯାଇଛି। ତେବେ ଏହି ଧରାଲି ଗାଁ ଡେରାଡୁନରୁ ୨୧୮ କିଲୋମିଟର ଏବଂ ଗଙ୍ଗୋତ୍ରୀ ଧାମରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ ଅଟେ। ଏହି ଘଟଣାର ଭିଡିଓ ଓ ଫଟୋ ସୋସିଆଲ…

ଶୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଦିନ ଶୋଭନା ମହାନ୍ତିଙ୍କୁ ଓଡ଼ିଶା ରାଜ୍ୟ ମହିଳା କମିଶନ (ଏସସିଡବ୍ଲୁ)ର ନୂତନ ଅଧ୍ୟକ୍ଷା ଭାବରେ ନିଯୁକ୍ତ କରିଛନ୍ତି। ବାଲେଶ୍ୱର ଜିଲ୍ଲାର ରେମୁଣା ଅଞ୍ଚଳ ଅନ୍ତର୍ଗତ କରଞ୍ଜିଆରୁ ଆସିଥିବା ଶୋଭନା ମହାନ୍ତି ୫ ଅଗଷ୍ଟ, ୨୦୨୫ ରୁ ତିନି ବର୍ଷ ପର୍ଯ୍ୟନ୍ତ…

ଶୁଳ୍କ ଯୁଦ୍ଧ: ୧୯୭୧ରେ ଆମେରିକା-ପାକିସ୍ତାନ ସଂପର୍କ ନେଇ ବର୍ଷିଲା ଭାରତୀୟ ସେନା…..

ନୂଆଦିଲ୍ଲୀ: ଭାରତର ରୁଷିଆ ତୈଳ ଆମଦାନୀ ବିରୁଦ୍ଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ଉପରେ ଏବେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଆମେରିକାକୁ କଡା ଜବାବ ଦେଇଛି ଭାରତୀୟ ସେନା । ଭାରତୀୟ ସେନା ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ପାକିସ୍ତାନକୁ ଆମେରିକୀୟ ସାମରିକ…

ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଆବଶ୍ୟକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନ କନଭେନ୍‍ସନ୍ ସେଣ୍ଟରରେ ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ବନ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନବସତି ଅଞ୍ଚଳରେ ଏପରି ଗଛ…