ଚକ୍ରତୀର୍ଥ ରୋଡ ସ୍ଥିତ ହୋଟେଲରେ ନାଇଟ ମ୍ୟାନେଜର ଓ ସୁରକ୍ଷାକର୍ମୀଙ୍କୁ ନିସ୍ତୁକ ମାଡ
ପୁରୀ: ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ଏକ ହୋଟେଲରେ ଘଟିଛି ଅଭାବନୀୟ ଘଟଣା । ହୋଟେଲ ନାଇଟ ମ୍ୟାନେଜର ତ୍ରିଲୋଚନ ବାରିକ ଓ ସୁରକ୍ଷାକର୍ମୀ ପ୍ରସନ୍ନ ମାଛୁଆଙ୍କ ସମେତ ଅନ୍ୟ ୪ ଜଣ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।
ସବୁଠାରୁ ସାଂଘାତିକ ଘଟଣା ହେଉଛି ପ୍ରଭୁ…