Latest Odisha News

BREAKING NEWS

ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି

ଭୁବନେଶ୍ବର: ଆଇଏମଡି ମହାନିର୍ଦ୍ଦେଶକ ଭାବରେ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି । ତାଙ୍କ ନିଯୁକ୍ତି ଅବଧି ସରୁଥିବାରୁ କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି ବ୍ୟାପାର କମିଟି ତାଙ୍କୁ ପୁନଃ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । କ୍ୟାବିନେଟର ନିଯୁକ୍ତି କମିଟି…

‘ଆମେ କ’ଣ ଆତଙ୍କବାଦୀ?’ ରାଜ୍ୟସଭାରେ ସିଆଇଏସଏଫ ମୁତୟନ ନେଇ ରାଗିଗଲେ ଖଡଗେ…

ନୂଆଦିଲ୍ଲୀ: ରାଜ୍ୟସଭା ଓ୍ବେଲରେ ସିଆଇଏସଏଫ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ଉପରେ କଡ଼ା ଆପତ୍ତି ପ୍ରକାଶ କରି ଆଜି ରାଜ୍ୟସଭାର ବର୍ଷିଛନ୍ତି ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଆମେ କ’ଣ ଆତଙ୍କବାଦୀ ବୋଲି ଉପାଧ୍ୟକ୍ଷ ହରିବଂଶଙ୍କୁ କଡା ପ୍ରଶ୍ନ ପଚାରିଛନ୍ତି ।…

ତିରୁମାଲାରେ ଭକ୍ତଙ୍କ ଭିଡ଼ ପରିଚାଳନା କରିବ AI, ୧୨ ଘଣ୍ଟା ପରିବର୍ତ୍ତେ ଏବେ ମାତ୍ର ୨ ଘଣ୍ଟାରେ ହେବ ଦର୍ଶନ

ଅମରାବତୀ: ଆନ୍ଧ୍ର ପ୍ରଦେଶ ତିରୁପତି ସ୍ଥିତ ଭଗବାନ ଭେଙ୍କଟେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଏକ ନୂତନ ପଦକ୍ଷେପ ଘୋଷଣା କରିଛି । ଏହି ଯୋଜନା ଅନୁଯାୟୀ, ଭିଡ଼ ପରିଚାଳନାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)…

ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ 

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲା ବେଳେ ଆରଏମଏଲ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା।ସତ୍ୟପାଲ ମଲିକଙ୍କୁ ମେ ୨୦୨୫ରୁ ଦିଲ୍ଲୀର ଡକ୍ଟର ରାମ ମନୋହର…

ମହାକାଶରେ ବନିବ ବିୟର!

ନୂଆଦିଲ୍ଲୀ: ବିଶ୍ଵ ଏବେ ପ୍ରଯୁକ୍ତିବିଦ୍ୟାରେ ଶୀର୍ଷ ଛୁଉଁଛି। ମାଟିରେ ଚାରାରୁ ବୃକ୍ଷ ଠାରୁ ଆରମ୍ଭ କରି ମହାକାଶରେ ମଞ୍ଜି ଗଜା ହେବା ଯାଏଁ, ଅନେକ କିଛି ମାଇଲଖୁଣ୍ଟ ଅତିକ୍ରମ କରିବାରେ ଲାଗିଛି । ଆଉ ଏବେ ପ୍ରଥମ ଥର ପାଇଁ ମହାକାଶରେ ବିୟର ତିଆରି କରିବେ ମହାକାଶଚାରୀ । ବହୁତ ଶୀଘ୍ର…

କ୍ୟାନସର ରୋକିବାର ନୂଆ ଉପାୟ, ୩୦ ବର୍ଷ ଗବେଷଣା ପରେ ମିିଳିଲା ସଫଳତା

ନୂଆଦିଲ୍ଲୀ : କ୍ୟାନସର ଏକ ଘାତକ ରୋଗ, ଯାହା ଜୀବନକୁ ବଞ୍ଚାଇବାକୁ ମଧ୍ୟ କଷ୍ଟକର କରିଦିଏ। କ୍ୟାନସରର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ଏହି ରୋଗରେ ଆକ୍ରାନ୍ତ ହେଲେ ଏହାକୁ ନିୟନ୍ତ୍ରଣ କରିବା ମଧ୍ୟ ଚ୍ୟାଲେଞ୍ଜିଂ। ବିଶ୍ୱବ୍ୟାପୀ କ୍ୟାନସର ଉପରେ ଗବେଷଣା ଚାଲିଛି, ଏବଂ…

ପାକିସ୍ତାନ ସେନା ସହ ସବୁ ସମ୍ପର୍କ ସମାପ୍ତ, ବଡ଼ ନିଷ୍ପତ୍ତି ନେଲା ଭାରତ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମ ଆକ୍ରମଣରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ଏବଂ ଭାରତ ବିରୋଧରେ ଆତଙ୍କବାଦ ପ୍ରସାର କରିବା ଅଭିଯୋଗରେ ଭାରତୀୟ ସେନା ପାକିସ୍ତାନ ସେନା ସହିତ ସମସ୍ତ ସମ୍ପର୍କ ସମାପ୍ତ କରିଛି। ଏହା ହିଁ କାରଣ ଯେ ଏହି ବର୍ଷ ଅକ୍ଟୋବର ୨୦୨୫ରେ ଆୟୋଜିତ ହେବାକୁ ଥିବା…

କେବେ ଅଟକିବନି ବ୍ୟାଟେରୀ, ଚମତ୍କାର କ୍ୟାମେରା ! ୨୦ ହଜାର ଟଙ୍କାରୁ କମଦାମରେ ମିଳିଯିବ, କିଣନ୍ତୁ ଏହି ୪ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ : ନୂଆ ସ୍ମାର୍ଟଫୋନ୍ କିଣିବା ବେଳେ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ନ୍ତି, କେଉଁ ଫୋନ୍ ସବୁଠାରୁ ଭଲ ହେବ। ବଜାରରେ ପ୍ରତିଦିନ ନୂଆ ଫୋନ୍ ଲଞ୍ଚ ହେଉଛି, କିନ୍ତୁ ସମସ୍ତଙ୍କର ବଜେଟ୍ ଓ ପସନ୍ଦ ଭିନ୍ନ ହୋଇଥାଏ। ଅଧିକାଂଶ ଲୋକ ବଜେଟ୍ କିମ୍ବା ମିଡ୍-ରେଞ୍ଜ ଫୋନ୍ ପସନ୍ଦ କରନ୍ତି, ଯାହା…

ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ, ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି

ଭୁବନେଶ୍ୱର: ଏଣିକି ସରକାରୀ କର୍ମଚାରୀ ହେବେ ସାବାଡ଼। ଅଫିସକୁ ମନଇଚ୍ଛା ଆସିପାରିବେନି ସରକାରୀ କର୍ମଚାରୀ। ନଚେତ ଅଫିସରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ସବୁ ରାଜସ୍ୱ କାର୍ଯ୍ୟାଳୟରେ ବସିବ ବାୟୋମେଟ୍ରିକ । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଲାଗୁ ହେବା ପାଇଁ ରାଜସ୍ୱ ଓ…

୧୦ ଟି ଗଛ ଲଗାଇଲେ ମିଳିଯିବ ଗ୍ରାଜୁଏସନ୍ ଡିଗ୍ରୀ, ଏଠି ଅଦ୍ଭୂତ ନିୟମ

ନୂଆଦିଲ୍ଲୀ : ଗ୍ରାଜୁଏସନ୍ ଡିଗ୍ରୀ ହାସଲ କରିବା ପାଇଁ ଲୋକେ କେତେ କଠୋର ପରିଶ୍ରମ କରନ୍ତି। କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ ୧୦ଟି ଗଛ ଲଗାଇଲେ ଆପଣ ଗ୍ରାଜୁଏସନ୍ ଡିଗ୍ରୀ ମିଳିଯିବ, ତେବେ ଆପଣ କ’ଣ କହିବେ? ଗଛର ସଂଖ୍ୟା କମୁଥିବା ଦେଖି ଏକ ଦେଶରେ ଏପରି ଏକ ଅଦ୍ଭୂତ ନିୟମ ଲାଗୁ କରାଯାଇଛି।…