Latest Odisha News

BREAKING NEWS

ଭୁବନେଶ୍ୱରରୁ ଜବତ ହେଲା ବ୍ରାଉନ ସୁଗାର, ମହିଳା ଅଟକ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିର ବରି ଅଞ୍ଚଳରେ ଅବକାରୀ ବିଭାଗର ଏକ ଟିମ୍ ଗୁରୁବାର ଦିନ ଚଢାଉ କରି ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ ବେଳେ ୨୧ ଗ୍ରାମର ବ୍ରାଉନ ସୁଗାର ଜବତ…

ନୂଆପଡ଼ାରେ ମାଓବାଦୀ କ୍ୟାମ୍ପ ଠାବ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡେନ୍ ଥାନା ଅନ୍ତର୍ଗତ କାଟଫାର ଜଙ୍ଗଲରେ ଏସଓଜି ଯବାନଙ୍କ ଦ୍ୱାରା ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ନୁଆପଡା ଏସପିଙ୍କ ନେତୃତ୍ୱରେ ଏସଓଜି ଯବାନଙ୍କ ଏକ ୬ ଜଣିଆ ଟିମ୍…

ଆନ୍ଦୋଳନରୁ ଓହରିଲା ‘ଓଡ଼ିଶା ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ’

ଭୁବନେଶ୍ୱର: ଦାବି ପୂରଣ ଲାଗି ସରକାରଙ୍କଠାରୁ ଆଶ୍ୱାସନା ପାଇବା ପରେ ଚାରି ଦଫା ଦାବି ନେଇ ଓହ୍ଲାଇଥିବା ‘ଓଡ଼ିଶା ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ’ ଆନ୍ଦୋଳନରୁ ଓହରି ଯାଇଛି । ଏସମ୍ପର୍କରେ ମହାସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ଡ଼ଃ ଆର. ପି.…

ବାରିପଦାରେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଜଣେ ଛାତ୍ର ଅଟକ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଏକ ଆଶ୍ରମ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଛି। ସମ୍ପୃକ୍ତ ନାବାଳିକା ଜଣକ ଷଷ୍ଠ ଶ୍ରେଣୀର ଛାତ୍ରୀ ହୋଇଥିବା ନେଇ ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଗତ ଫେବୃୟାରୀ ୪ ତାରିଖ ଦିନ ନାବାଳିକା…

ସେଲଟର୍ ହୋମ୍ ଯୌନଶୋଷଣ ମାମଲା: ଫୟାଜ୍ ରେହମାନଙ୍କ ବିରୋଧରେ ପୋଲିସର ଚାର୍ଜସିଟ୍ ଦାଖଲ

ଢେଙ୍କାନାଳ : ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସଂସ୍ଥା ଦ୍ୱାରା ପରିଚାଳିତ ଢୋଙ୍କାନାଳ ଉପକଣ୍ଠସ୍ଥ ଏକ ସେଲଟର୍ ହୋମ୍ ଯୌନ ନିର‌୍ୟାତନା ମାମଲାରେ ଢେଙ୍କାନାଳ ସଦର ପୋଲିସ୍ ସଂସ୍ଥାର ନିର୍ଦ୍ଦେଶକ ଫୟାଜ୍ ରେହମାନଙ୍କ ନାମରେ ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟରେ ସେଲଟର୍ ହୋମ…

ଦେଖନ୍ତୁ ଭିଡ଼ିଓ: କୁମ୍ଭମେଳାରେ ଅଭିନବ ଏଟିଏମ ମେସିନ, ମଇଳା ପକାଇ ଚା’ ପିଅନ୍ତୁ…

ପ୍ରୟାଗରାଜ: ଏବର୍ଷରେ ଏହି ମହାକୁମ୍ଭ ମେଳାରେ ରେକର୍ଡ଼ ସଂଖ୍ୟକ ଦେଶ ବିଦେଶରୁ ୧୨୦ ମିଲିୟନ ହିନ୍ଦୁ ସାଧୁ, ସନ୍ଥ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ପ୍ରସିଦ୍ଧ କୁମ୍ଭମେଳା ଅବସରରେ ବ୍ରୁକବଣ୍ଡ କମ୍ପାନୀ ପକ୍ଷରୁ ଏକ ଅଭିନବ ଏଟିଏମ ମେସିନ୍ ନିର୍ମିତ କରାଯାଇ କୁମ୍ଭମେଳାର ଅଂଶଗ୍ରହଣ…

ଆଜି ବିଧାନସଭାରେ ହେବ ରାଜ୍ୟ ବଜେଟ ଉପସ୍ଥାପନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ କାମଚଳା ବଜେଟ ଉପସ୍ଥାପନ ହେଉଛି । ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ଏହି ଆର୍ଥିକ ବଜେଟ ଗୃହରେ ଉପସ୍ଥାପନ କରିବେ । ରାଜ୍ୟ ମନ୍ତ୍ରୀମଣ୍ଡଳସ୍ତରୀୟ ବୈଠକ ଫେବୃଆରୀ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା, ଏହି…

ଓଡ଼ିଶାର ଜାତୀୟ ରାଜପଥର ଲମ୍ବ ଗତ ୪ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି: ନୀତିନ ଗଡ଼କରୀ

ଜଗତସିଂହପୁର/କାମାକ୍ଷାନଗର: କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର ଦିନ ତାଙ୍କର ଓଡ଼ିଶା ଗସ୍ତ ଅବସରରେ ଜଗତସିଂହପୁର ଠାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ବିଗତ ଚାରି ବର୍ଷ ମଧ୍ୟରେ ଓଡ଼ିଶାର…

ଓଡ଼ିଶୀ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର ଗ୍ରହଣ କଲେ ‘ସଙ୍ଗୀତ ନାଟକ ଏକାଡ଼େମୀ’ ପୁରସ୍କାର

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବୁଧବାର ଦିନ ରାଷ୍ଟ୍ରପତି ଭବନରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କୁ ସମ୍ମାନଜନକ ‘ସଙ୍ଗୀତ ନାଟକ ଏକାଡ଼େମୀ’ ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ…

ଜିସାଟ୍-୩୧ର ସଫଳ ଉତକ୍ଷେପଣ, ସୁଦୃଢ ହେଲା ଭାରତୀୟ ଯୋଗାଯୋଗ ବ୍ୟବସ୍ଥା

ନୂଆଦିଲ୍ଲୀ : ଫ୍ରେଞ୍ଚ୍ ଗୁଆନାସ୍ଥିତ ମହାକାଶ ଗବେଷଣା କେନ୍ଦ୍ରରୁ ଭାରତର ସଦ୍ୟତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍-୩୧କୁ ବୁଧବାର ଦିନ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଏହା ପ୍ରାୟ ରାତି ୨ଟା ୩୧ ମିନିଟରେ ଉତକ୍ଷେପଣ କରାଯାଇଥିବା ବେଳେ ଏହି ଉପଗ୍ରହଟି ପ୍ରାୟ ୪୨ ମିନିଟର ଉଡାଣ…