Latest Odisha News

BREAKING NEWS

ଜନସାଧାରଣଙ୍କୁ ବଡ଼ ଆଶ୍ୱସ୍ତି; ୩୫ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ କଲେ ସରକାର…

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ସେବାକୁ ସୁଗମ କରିବା ଲକ୍ଷ୍ୟରେ, ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନପିପିଏ) ୩୫ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ କରି ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ଏହି ଔଷଧଗୁଡ଼ିକ ଔଷଧ କମ୍ପାନୀ ଦ୍ୱାରା ବିକ୍ରି କରାଯାଏ ଏବଂ ସେମାନଙ୍କର…

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣା: ଆସନ୍ତା ୭ରେ ବିଜେଡିର ପୁରୀ ହରତାଳ ଡାକରା

ପୁରୀ: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ବିଜେଡିର ପୁରୀ ହରତାଳ ଡାକରା। ଆସନ୍ତା ୭ରେ ସକାଳ ୬ରୁ ଦିନ ୧୨ ଯାଏଁ ପୁରୀରେ ହରତାଳ ଆହ୍ବାନ। ଦୋକାନ ବଜାର ସହ ଗାଡ଼ିମୋଟର ବନ୍ଦ ପାଇଁ ଡାକରା ଦେଇଛି ବିଜେଡି। ପୀଡ଼ିତାଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ଥିବା ନେଇ ଅଭିଯୋଗ। ରାଜ୍ୟ ସରକାର…

ଏଣିକି ବିଭିନ୍ନ ଘରୋଇ ସଂସ୍ଥାରେ ରାତିରେ କାର୍ଯ୍ୟ କରିପାରିବେ ମହିଳା

ଭୁବନେଶ୍ୱର: ଏଣିକି ମହିଳାମାନେ ରାତିରେ ବିଭିନ୍ନ ଘରୋଇ ସଂସ୍ଥାରେ କାର୍ଯ୍ୟ କରିପାରିବେ। ରାତିରେ କାମ କରିବା ପାଇଁ ମହିଳା କର୍ମଚାରୀଙ୍କ ସହମତି ଆବଶ୍ୟକ। ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର। ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜିପିଏସ୍‌…

ପୂର୍ବତନ ମୁଖ୍ୟ ସଚିବ ଏବଂ ଲେଖକ ସୁବାସ ପାଣିଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବ ସୁବାସ ପାଣିଙ୍କର ସୋମବାର ଭୁବନେଶ୍ୱରରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୭୬ ବର୍ଷ ଥିଲା। ସୁବାସ ପାଣିଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ନିଜ ଏକ୍ସରେ ଶ୍ରଦ୍ଧାଞ୍ଜଳି ଦେଇ ଲେଖିଛନ୍ତି, ଓଡ଼ିଶା…

ଗିରଫ ହେଲେ କୋଟିପତି ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା, ୪୪ ପ୍ଲଟ ସହ ଘରୁ ମିଳିଥିଲା…

ଭୁବନେଶ୍ୱର: ଗିରଫ ହେଲେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ର ମୋଟର ଭେଇକିଲ୍‌ ଇନ୍ସପେକ୍ଟର (ଏମଭିଆଇ) ଗୋଲାପ ଚନ୍ଦ୍ର ହାଂସଦା । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଗୁଡ଼ିଡ଼ିହ ଗାଁରେ ଥିବା ହାଂସଦାଙ୍କ ପୈତୃକ ବାସଭବନ, ବୌଦ୍ଧସ୍ଥିତ…

‘ଚୁକ୍ତି ନୁହେଁ, ଭାରତକୁ ଦୁର୍ବଳ ଦେଖିବାକୁ ଚାହୁଁଛି ଆମେରିକା’, ସତ ହେଉଛି କି ଆମେରିକୀୟ…

ନୂଆଦିଲ୍ଲୀ: ପ୍ରସିଦ୍ଧ ଆମେରିକୀୟ ଅର୍ଥନୀତିଜ୍ଞ ଜେଫ୍ରି ସାକ୍ସ ଥରେ କହିଥିଲେ ଯେ ଯଦି ଆମେରିକା ଭାରତ ସହିତ କୌଣସି ଚୁକ୍ତି କରେ, ତେବେ ସେ ବହୁତ ଆଶ୍ଚର୍ଯ୍ୟ ହେବେ। କାରଣ ଆମେରିକା ପ୍ରକୃତରେ ଭାରତକୁ ଦୁର୍ବଳ ଦେଖିବାକୁ ଚାହୁଁଛି ଏବଂ ଏକ ଶକ୍ତିଶାଳୀ ଭାରତରେ ଏହାର କୌଣସି ଆଗ୍ରହ ନାହିଁ।…

ରାତିରେ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ: ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଲଗା ଅଲଗା ଭେଟିଛନ୍ତି।…

ଇଣ୍ଟିଗ୍ରେଟେଡ୍ ବିଏଡ୍‌, ଏମ୍‌ଏଡ୍‌ ପାଇଁ ଅନଲାଇନ ଆବେଦନ ଆରମ୍ଭ

ଭୁବନେଶ୍ବର: ଇଣ୍ଟିଗ୍ରେଟେଡ୍ ବିଏଡ୍‌, ଏମ୍‌ଏଡ୍‌ ପାଇଁ ଅନଲାଇନ ଆଜିଛୁ ଆବେଦନ ଆରମ୍ଭ।ରାଜ୍ୟରେ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏଡ୍‌, ଏମ୍‌ଏଡ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଆଜିଠୁ ଅନଲାଇନ ଆବେଦନ ଆରମ୍ଭ ହେବ। ଏଥିରେ ମନୋନୀତ…

ଦିଦିଙ୍କ ଭାଷା କାର୍ଡ: ଏଥର ପଞ୍ଝାରେ ଦିଲ୍ଲୀ ପୋଲିସ, ବର୍ଷିଲେ ଟିଏମସି ସୁପ୍ରିମୋ….

ନୂଆଦିଲ୍ଲୀ: ଦେଶରେ ଆଉ ଏକ ଭାଷା ବିବାଦ ଦେଖାଦେଇଛି। ଏଥର ମରାଠୀକୁ ନେଇ ନୁହେଁ ବରଂ ବଙ୍ଗଳା ଭାଷାକୁ ନେଇ ଏକ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଛି। ସାଧାରଣ ଲୋକଙ୍କ ଉପରେ କୌଣସି ଅଭିଯୋଗ ନାହିଁ କିନ୍ତୁ ଦିଲ୍ଲୀ ପୋଲିସ ଉପରେ ଏକ ଗମ୍ଭୀର ଅଭିଯୋଗ ଆସିଛି। ପ୍ରକୃତରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ଆଉ ନାହାନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ, ୮୧ ବୟସରେ ପରଲୋକ 

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପିତା ଶିବୁ ସୋରେନଙ୍କ ମୃତ୍ୟୁ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 'ଦିଶୋମ୍ ଗୁରୁ' ନାମରେ ଜଣାଶୁଣା ଶିବୁ ସୋରେନ…