PM Modi in Odisha: ଓଡିଶାରେ ମୋଦି: ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚି ଝାରସୁଗୁଡା କାର୍ଯ୍ୟକ୍ରମରେ ଦେଲେ…
ଭୁବନେଶ୍ବର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡା ଆମଲପାଲିରେ ଯୁବ ସମାବେଶରେ ଦେଲେ ଯୋଗ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଷଷ୍ଠ ଓଡିଶା ଗସ୍ତ । ଆଜି ମୋଦି ବାୟୁସେନାର ସ୍ବତନ୍ତ୍ର ବିମାନରେ ଝାରସୁଗୁଡାରେ ପହଞ୍ଚି ଥିବୋ…