ଆସିଲା ତାରିଖ; ଏହି ଦିନରୁ RI, ICDS ସୁପରଭାଇଜର,ଅମିନ ପାଇଁ ହେବ ପ୍ରିଲିମନାରୀ ପରୀକ୍ଷା
ଭୁବନେଶ୍ବର: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନଆୟୋଗ (OSSSC) ଦ୍ୱାରା ପରିଚାଳିତ RI, ଏଆର୍ଆଇ, ଅମିନ ଓ ICDS ସୁପରଭାଇଜର ପଦ ପାଇଁ ପ୍ରିଲିମିନାରି ପରୀକ୍ଷା ଅକ୍ଟୋବର ୮ରୁ ଆରମ୍ଭ ହେବ। ସବୁ ଜିଲ୍ଲାରେ ଅକ୍ଟୋବର ୮ରୁ ନଭେମ୍ବର ୧୩ ମଧ୍ୟରେ ହେବ ପ୍ରିଲିମନାରୀ ପରୀକ୍ଷା ହେବ । ଶୁକ୍ରବାର ଆୟୋଗ…