Latest Odisha News

BREAKING NEWS

ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃ ବିୟୋଗ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଭିନେତାରୁ ରାଜନେତା ପାଲଟିଥିବା ସିଦ୍ଧାନ୍ତ ମହାପାତ୍ରଙ୍କ ମାଆଙ୍କ ବିୟୋଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା ଶନିବାର ଶୋକ ପ୍ରକାଶ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି…

ତାମିଲନାଡୁର ୧୦୦୦ ବର୍ଷ ପୁରୁଣା ମନ୍ଦିରର ଇତିହାସ କ’ଣ? ପ୍ରଧାନମନ୍ତ୍ରୀ ଏହି ମନ୍ଦିରକୁ ନେଇ କହିଲେ ଏପରି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ବାରାଣସୀରେ ପହଞ୍ଚିଥିଲେ, ଯେଉଁଠାରେ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପ ସହିତ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୦ତମ ରିମୋଟ୍ ବଟନ୍ ଜାରି କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ…

ଯାତ୍ରୀଙ୍କୁ ହଠାତ୍ ଚାପୁଡ଼ା ମାରିଲେ ଅନ୍ୟଜଣେ ଯାତ୍ରୀ, ପ୍ରତିକ୍ରିୟା ରଖିଲା ଇଣ୍ଡିଗୋ…

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକମାନେ ଚକିତ ହୋଇପଡ଼ିଛନ୍ତି। ଏହି ଘଟଣାଟି ଇଣ୍ଡିଗୋ ବିମାନର। ଯେଉଁଠାରେ ଜଣେ ବ୍ୟକ୍ତି ପ୍ୟାନିକ ଆଟାକର ଶିକାର ହୋଇଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ତାଙ୍କ ସିଟରୁ ଉଠି ଉକ୍ତ ଯାତ୍ରୀଙ୍କୁ ଜୋରରେ…

ଆଗାମୀ ୨ ଦିନ ଯାଏଁ ଝଡ଼ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ସନ୍ଧ୍ୟା ପ୍ରାୟ ୬ଟା ପର୍ଯ୍ୟନ୍ତ ଓଡ଼ିଶାର ଚାରିଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛନ୍ତି। ଆଗାମୀ ୩ଘଣ୍ଟା ମଧ୍ୟରେ ବଲାଙ୍ଗୀର, ବରଗଡ଼, ମୟୂରଭଞ୍ଜ ଏବଂ ନୂଆପଡ଼ାର କିଛି ସ୍ଥାନରେ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ…

ସାଙ୍ଗର ଶେଷଯାତ୍ରାରେ ଡିଜେ ବଜାଇ ଧୁମ୍ ନାଚିଲେ….ଲୋକେ କହିଲେ, ‘ଏମିତିକା ବନ୍ଧୁ ସମସ୍ତଙ୍କୁ ମିଳୁ….’

ମନ୍ଦସୌର: ସାଙ୍ଗଙ୍କ ଶେଷ ଯାତ୍ରାରେ ଡିଜେ ବଜାଇ ତାଳେ ତାଳେ ଝୁମିଲେ ଅନ୍ୟ ଜଣେ ବନ୍ଧୁ । ଭିଡିଓ ଦେଖିଲେ, ବୋଧେ ଆପଣଙ୍କ ପାଟିରୁ ସ୍ବତଃ ବାହାରି ଆସିବ ଇଏ କେମିତିକା ସାଙ୍ଗ ବା… କିନ୍ତୁ ଇଣ୍ଟରନେଟ୍ କହୁଛି, ଏମିତିକା ବନ୍ଧୁ ସମସ୍ତଙ୍କୁ ମିଳୁ । କାରଣ ଏହା ପଛର କାରଣ ଜାଣିଲେ ଆପଣ ବି…

ମହାନଦୀ ଜଳବିବାଦକୁ ନେଇ ହେବ ଆପୋଷ ବୁଝାମଣା, ସେପ୍ଟେମ୍ବର ୬ରେ ଶୁଣାଣି

ଭୁବନେଶ୍ୱର: ଦୀର୍ଘଦିନ ଧରି ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶାର ପ୍ରସ୍ତାବକୁ ବିଚାର କରିବାକୁ ଛତିଶଗଡ଼ ସରକାର ପ୍ରସ୍ତୁତ ଥିବା ଜଣାପଡ଼ିଛି। ୨୩ ଜୁଲାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଛତିଶଗଡ଼ ପ୍ରତିପକ୍ଷଙ୍କୁ ଚିଠି ଲେଖି କହିିଥିଲେ ଯେ କେନ୍ଦ୍ରର ସମର୍ଥନ…

ଭାରତରେ ଟେସଲାର ପ୍ରଥମ ଚାର୍ଜିଂ ଷ୍ଟେସନ୍ ଆସନ୍ତା ସପ୍ତାହରେ ଖୋଲିବ; ପ୍ରାରମ୍ଭିକ ମୂଲ୍ୟ ରହିଛି…

ନୂଆଦିଲ୍ଲୀ: ଆମେରିକୀୟ ଇଲେକଟ୍ରିକ କାର ନିର୍ମାତା ଟେସଲା ଶୁକ୍ରବାର ଏକ ବଡ ଘୋଷଣା କରିଛି । ଟେସଲା ଆସନ୍ତା ସପ୍ତାହରେ ଭାରତରେ ଏହାର ପ୍ରଥମ ଚାର୍ଜିଂ ଷ୍ଟେସନ୍ ଲଞ୍ଚ କରିବ। ଏହି ପ୍ରଥମ ଚାର୍ଜିଂ ଷ୍ଟେସନ୍ ମୁମ୍ବାଇରେ ସ୍ଥାପନ କରାଯିବ, ଯାହା ଭାରତରେ ଟେସଲାର ଆନୁଷ୍ଠାନିକ ପ୍ରବେଶକୁ…

ଜେଡ୍-୧୦ଏମଇ ବନାମ ଆପାଚୀ, କିଏ ବେଶୀ ଶକ୍ତିଶାଳୀ?

ନୂଆଦିଲ୍ଲୀ: ଚୀନ ଏବେ ତାହାର ଜେଡ୍-୧୦ଏମଇ-୦୨ ହେଲିକପ୍ଟର ପାକିସ୍ତାନ ପ୍ରଦାନ କରିଛି । ପାକିସ୍ତାନ ଆର୍ମି ଏଭିଏସନ୍ କର୍ପସ ଆନୁଷ୍ଠାନିକ ଭାବରେ ଜେଡ୍-୧୦ଏମଇ-୦୨ ଆକ୍ରମଣାତ୍ମକ ହେଲିକପ୍ଟରକୁ ଏହାର ଫ୍ଲିଟରେ ସାମିଲ କରିବା ଘୋଷଣା କରିଛି । ଅର୍ଥାତ୍, ବର୍ତ୍ତମାନ ପିଏଏ ଦଶନ୍ଧି ପରେ ତାର…

ରାଧେ ରାଧେ କହିବାରୁ ଚିଡିଗଲେ ପ୍ରଧାନଶିକ୍ଷକ: ମାଡ ମାରି ମୁହଁରେ ଲଗାଇଲେ ସେଲୋଟେପ୍…..

ରାୟପୁର: ଜଣେ ନର୍ସରୀ ଛାତ୍ରୀ ରାଧେ ରାଧେ ସମ୍ବୋଧନ କରିବାରୁ ରାଗିଗଲେ ପ୍ରଧାନଶିକ୍ଷକ । ସିଧା ମାଡ ବସାଇଦେଲେ, ଏମିତିକି ୧୫ ମିନିଟ୍ ପାଇଁ ତା ପାଟିରେ ଟେପ୍ ଲଗାଇ ଅଙ୍ଗୁଳି ଦେଇ ବସିବା ପାଇଁ ଦଣ୍ଡିତ କରିଥିଲେ । ଘଟଣା ଏବେ ଭାଇରାଲ ହେବା ପରେ ପ୍ରଧାନଶିକ୍ଷକଙ୍କୁ ବାନ୍ଧିଛି ପୋଲିସ୍ ।…

ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ସିଡବ୍ଲ୍ୟୁସି ଗିରଫ

ଜଗତସିଂହପୁର: ଜଗତସିଂହପୁରରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ସିଡବ୍ଲ୍ୟୁସି ଭାବରେ କାର୍ଯ୍ୟରତ ବିବେକାନନ୍ଦ ବଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗତ ସାତ ମାସ ଧରି ଜଣେ ୨୫ ବର୍ଷୀୟ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେହି…