ଅନୁଗୁଳରେ ଚାଷ ଜମିରୁ ମିଳିଲା ମୃତଦେହ
ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପରା ଥାନା ଅନ୍ତର୍ଗତ କୁଶକିଲା ଗ୍ରାମ ନିକଟସ୍ଥ ଏକ କ୍ଷେତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ମୃତକ ଜଣକ କୁଶକିଲା ଗ୍ରାମର ନାମ ବୁଧୁ ନାୟକ (୪୩) ବୋଲି ଜଣାପଡିଛି ।
ମିଳିଥିବା ସୂଚନାନୁଯାୟୀ କିଛି ସ୍ଥାନୀୟ ଲୋକମାନେ ନିକଟସ୍ଥ କ୍ଷେତରେ…