Maoists surrender: ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୧୦ ନକ୍ସଲ
ରାଞ୍ଚି: ଝାଡ଼ଖଣ୍ଡର ଚାଇବାସାରେ ଦଶ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ଝାଡ଼ଖଣ୍ଡ ପୋଲିସ ଏବଂ ସିଆରପିଏଫ ଦ୍ୱାରା ଆୟୋଜିତ ସିପିଆଇ-ମାଓବାଦୀ ଗଣ ଆତ୍ମସମର୍ପଣ କାର୍ଯ୍ୟକ୍ରମ ସମୟରେ ଆତ୍ମସମର୍ପଣ କରିଛନ୍ତି। ଏଥିରେ ଛଅ ଜଣ ପୁରୁଷ ଏବଂ ଚାରି ଜଣ ମହିଳା ଅଛନ୍ତି।
ଆତ୍ମସମର୍ପଣ…