Latest Odisha News

BREAKING NEWS

ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌; ୧୩ ଯବାନ ଆହତ

ଅନୁଗୁଳ: ଅନୁଗୁଳରେ ଟ୍ରକକୁ ପଛ ପଟରୁ ପିଟିଲା ଭ୍ୟାନ୍‌। ଏହି ସଡକ ଦୁର୍ଘଟଣାରେ ୧୩ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଅନୁଗୁଳର ଏନଏଚ୍‌ ୫୫ ଜରପଡ଼ା ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଝାରସୁଗୁଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଓଏସଏପି…

ପାକିସ୍ତାନରୁ ଫେରିବେ ପହଲଗାମ ଆକ୍ରମଣ ପରେ ଦେଶ ଛାଡିବାକୁ ପଡିଥିବା ଏହି ଭାରତୀୟ ମହିଳା

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ ନିର୍ବାସିତ ହୋଇଥିବା ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ୬୩ ବର୍ଷୀୟା ପତ୍ନୀ ରକ୍ଷନ୍ଦା ରଶିଦଙ୍କୁ ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ଭାରତ ଫେରିବାକୁ ଅନୁମତି ଦେଇଛନ୍ତି। ୩୦ ଜୁଲାଇରେ ହାଇକୋର୍ଟର ନିଷ୍ପତ୍ତି ପରେ, ତାଙ୍କୁ ଭାରତ…

‘ଭଲ’….ଭାରତ ରୁଷରୁ ତେଲ ନ କିଣିବା ଚର୍ଚ୍ଚାକୁ ସ୍ବାଗତ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଏବଂ ଶୁଳ୍କକୁ ନେଇ ହଙ୍ଗାମା ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବି ରୁଷ ଏବଂ ଭାରତ ସମ୍ପର୍କକୁ ନେଇ ଏବେ ଭାରତ ଉପରେ ଖପ୍ପା ଅଛନ୍ତି। ଏହାରି ଭିତରେ ଟ୍ରମ୍ପ ଭାରତ ରୁଷରୁ ତେଲ ନକିଣିବା ଚର୍ଚ୍ଚାରେ ନିଜର ବୟାନ…

ବ୍ରହ୍ମପୁରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ବ୍ରହ୍ମପୁର: ବ୍ରହ୍ମପୁରରେ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକ ଆହତ ହୋଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପିତାତଳି ନକିଟରେ ଏନକାଉଣ୍ଟର ହୋଇଛି। ସୂଚନା ଅନୁସାରେ ସୁନୀଲ ନହାକ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଥିଲା ପୋଲିସ। ତାର ବାମଗୋଡରେ ଗୁଳି…

କୁଲଗାମରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର। ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀଙ୍କୁ ମାରିଛନ୍ତି। ଅନ୍ୟ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି। ଚିନାର କର୍ପସ ଭାରତୀୟ ସେନା ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରିଛି ଯେ ସୁରକ୍ଷା…

କାନାରା ବ୍ୟାଙ୍କରେ ଏତିକି ଟଙ୍କା କରନ୍ତୁ ଜମା ..ମିଳିବ ₹୧୪,୮୮୮ ର ଫିକ୍ସ ସୁଧ

ଭୁବନେଶ୍ବର:RBI ରେପୋ ରେଟ୍ ହ୍ରାସ କରିବା ପରେ ସାର୍ବଜନୀନ କ୍ଷେତ୍ରର କାନାରା ବ୍ୟାଙ୍କ ମଧ୍ୟ FD ଯୋଜନାର ସୁଧ ହାର ହ୍ରାସ କରିଛି। କାନାରା ବ୍ୟାଙ୍କ ଏବେ ବି FD ଅର୍ଥାତ୍ ସ୍ଥାୟୀ ଜମା ଉପରେ ଆକର୍ଷଣୀୟ ସୁଧ ପ୍ରଦାନ କରୁଛି। କାନାରା ବ୍ୟାଙ୍କରେ ୭ ଦିନରୁ ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି…

ପିଆଜ ରସକୁ ୨ ସପ୍ତାହ ପର୍ଯ୍ୟନ୍ତ କେଶରେ ଲଗାଇଲେ କଣ ହେବ?

ଭୁବନେଶ୍ବର: ଆଜିକାଲି ଲୋକମାନେ ବହୁତ କମ ବୟସରେ କେଶ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ସମସ୍ୟା ହେଉଛି ଧଳା କେଶ, କେଶ ଝଡ଼ିବା, କେଶ ପତଳା ହେବା ଏବଂ ରୁପି ହେବା ଇତ୍ୟାଦି। ତେବେ ପିଆଜ ରସ ଏକ ପ୍ରଭାବଶାଳୀ ଉପଚାର, ଯାହା ଆପଣଙ୍କ କେଶକୁ ଅନେକ…

ଗୁଗୁଲ୍ ପ୍ଲେ ଷ୍ଟୋରର ସିକ୍ରେଟ ଫିଚର୍ସ, ଏହା ଫୋନକୁ ରଖେ ସୁରକ୍ଷିତ..

ଭୁବନେଶ୍ବର: ସମସ୍ତେ Google Play Storeକୁ ଆପ୍ସ ଡାଉନଲୋଡ୍ କରିବାର ଏକ ମାଧ୍ୟମ ବୋଲି ଭାବନ୍ତି, କିନ୍ତୁ Play Store ଆପଣଙ୍କୁ ଏହାଠାରୁ ବହୁତ ଅଧିକ ଅଫର କରେ। Google Play Store ସାହାଯ୍ୟରେ କ'ଣ କରାଯାଇପାରିବ ସେ ବିଷୟରେ ଅଧା ଲୋକଙ୍କ ପାଖରେ ସଠିକ୍ ସୂଚନା ମଧ୍ୟ ନାହିଁ । ଏହା…

ୟୁକ୍ରେନ ସହ ଆଲୋଚନା ପାଇଁ ରାଜି ହେଲେ ପୁଟିନ, ରଖିଲେ ସର୍ତ୍ତ…

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହିତ ଶାନ୍ତି ଆଲୋଚନା କରିବାକୁ ରାଜି ହୋଇଛନ୍ତି। ଯଦିଓ ରୁଷ ତାର ସର୍ତ୍ତଗୁଡ଼ିକୁ ଛାଡିବ ନାହିଁ ବୋଲି ସେ କହିଛନ୍ତି। ପୁଟିନଙ୍କ ଏହି ବୟାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକ୍ରମଣାତ୍ମକ ମନୋଭାବ ପରେ ଆସିଛି। ଟ୍ରମ୍ପ…

ଶ୍ରୀ ଭାଗବତ ସାର ୧୧୬: ପରମ ଜ୍ଞାନୀ ପୁରୁଷ “ବ୍ୟାସ” ଭାବରେ ଶ୍ରୀହରି ଧାରାବତରଣ କରି ଅନେକ ଅମୂଲ୍ୟ ରଚନା…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ପରଂବ୍ରହ୍ମଙ୍କର ଅନେକ ରୂପରେ ଅବତୀର୍ଣ ହେବାର କାହାଣୀ ବର୍ଣନା ଅବସରରେ ଆମେ ଏକ ଅତ୍ୟନ୍ତ ମନୋହର ରୂପ କଥା ଜାଣିଲେ, ଯାହା ପରମେଶ୍ୱରଙ୍କ ଭୁବନ ମୋହିନୀ (ପ୍ରକୃତି ସ୍ୱରୂପା )ମନ ମୋହିନୀ ବାରନାରୀ ରୂପ, ଅର୍ଥାତ…