ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ ଏବଂ ଫିକି ସହଭାଗିତାରେ ଆଇଡିଏଟ୍-୨୦୨୫ ଆୟୋଜିତ
ନୂଆଦିଲ୍ଲୀ: ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବି ଆଇ ପି ଏଫ୍), ଫିକୀ ସହଭାଗୀତାରେ, ନୂଆଦିଲ୍ଲୀ ଫିକୀ କମିଶନ ହଲରେ ଏହାର ବାର୍ଷିକ ପ୍ରମୁଖ ସମ୍ମିଳନୀର ୧୪ତମ ସଂସ୍କରଣ "ଆଇଡିଏଟ୍-୨୦୨୫" ସଫଳତାର ସହିତ ସମାପ୍ତ କରିଛି।
ଏହି ବର୍ଷର ବିଷୟବସ୍ତୁ, 'ମାର୍ଜିନ୍ ଟୁ ମେନଷ୍ଟ୍ରିମ୍:…