Latest Odisha News

BREAKING NEWS

Pahalgam Attack: ପହଲଗାମ ଆତଙ୍କବାଦୀଙ୍କୁ ଲଜିଷ୍ଟିକ୍ ସହାୟତା ଯୋଗାଇଥିବା କାଶ୍ମୀର ସହଯୋଗୀ ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ (Pahalgam Attack) କରିଥିବା ଆତଙ୍କବାଦୀଙ୍କ ଜଣେ ସହଯୋଗୀକୁ ପୋଲିସ ଗିରଫ କରିଛି। ପୋଲିସ ଲସ୍କର-ଏ-ତୈବା (TRF)ର ସକ୍ରିୟ ସଦସ୍ୟ ମହମ୍ମଦ ୟୁସୁଫ କଟାରିଆ ନାମକ ଜଣେ ଆତଙ୍କବାଦୀକୁ ଗିରଫ କରିଛି।…

ଜମିଜମା ମାମଲାରେ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଆରଆଇ 

ଭୁବନେଶ୍ୱର: ଭଦ୍ରକ ଧାମନଗର ତହସିଲ ଅନ୍ତର୍ଗତ ରାଧାବଲ୍ଲଭପୁରର ରାଜସ୍ୱ ନିରୀକ୍ଷକ (ଆରଆଇ) ନଗେନ୍ଦ୍ର କୁମାର ଦାସ ବୁଧବାର ଦିନ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ଏହା ଲାଞ୍ଚ ମୂଲ୍ୟର ଦ୍ୱିତୀୟ କିସ୍ତି ଥିଲା। ତେବେ ଅଗଷ୍ଟ ୩ ତାରିଖରେ…

ରାଉରକେଲା ଷ୍ଟିଲର୍ସକୁ ହରାଇଲା ଭୁବନେଶ୍ୱର ଟାଇଗର୍ସ

କଟକ: ଚଳିତ ଓଡିଶା ପ୍ରୋ ଟି୨୦ ଲିଗରେ ବୁଧବାର ଭୁବନେଶ୍ୱର ଟାଇଗର୍ସ ୫ ୱିକେଟରେ ରାଉରକେଲା ଷ୍ଟିଲର୍ସକୁ ପରାସ୍ତ କରିଛି । ବର୍ଷା ଯୋଗୁ ଏହି ମ୍ୟାଚକୁ ୧୫ ଓଭର ବିଶିଷ୍ଟ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ରାଉରକେଲା ୧୫ ଓଭରରେ ୯୧ ରନ ସଂଗ୍ରହ କରିଥିଲା । ସ୍ୱପ ଭୂୟାଁ ୩୧ ଓ ଆଶୀର୍ବାଦ…

ଆସନ୍ତା ୨୭ରେ ବ୍ରହ୍ମପୁର-ସୁରଟ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍ ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ…

ଭୁବନେଶ୍ୱର: ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟର ଏକାଧିକ ପ୍ରମୁଖ ଜିଲ୍ଲାକୁ ସଂଯୋଗ କରୁଥିବା ବ୍ରହ୍ମପୁର ଏବଂ ସୁରଟ (ଉଧନା) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ସେବା ଘୋଷଣା କରିଛି ଭାରତୀୟ ରେଳବାଇ। ଏହି ନୂତନ ଟ୍ରେନ୍ ସେବା ଖଣିଜ, ବୟନଶିଳ୍ପ ଏବଂ ବାଣିଜ୍ୟ…

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସୁଯୋଗ ପାଇ ପାରନ୍ତି ଅଭିଷେକ

ନୂଆଦିଲ୍ଲୀ: ଆଇପିଏଲ ପରେ ଏବେ ଏସିଆ କପ କ୍ରିକେଟରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ରିପୋର୍ଟ ମୁତାବକ ଅଭିଷେକଙ୍କ ପ୍ରଦର୍ଶନରେ ଚୟନ କମିଟି ପ୍ରଭାବିତ ହୋଇଛନ୍ତି । ଏପରିକି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ତାଙ୍କୁ ସୁଯୋଗ…

ପ୍ରଥମ ଥର: ଢ଼େଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା

ଭୁବନେଶ୍ୱର: ଚଳିତ ବର୍ଷ ପ୍ରଥମ ଥର ପାଇଁ ଢ଼େଙ୍କାନାଳ ଗଜଲକ୍ଷ୍ମୀ ପୂଜା ନିମନ୍ତେ ମା'ଙ୍କ ମେଢ଼କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଢ଼େଙ୍କାନାଳ ଜିଲ୍ଲାର ମୋଟ୍ ୩୮ଟି ମେଢ଼କୁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ବ୍ୟାଙ୍କକ ରାସ୍ତାରେ ସିଙ୍କହୋଲ; ହଠାତ୍ ଟାଣି ହୋଇଗଲା ଅନେକ ଗାଡ଼ି ଓ ବିଦ୍ୟୁତ୍…

ବ୍ୟାଙ୍କକ: ବ୍ୟାଙ୍କକରେ ହଠାତ୍ ଏପରି କିଛି ଘଟିଥିଲା ଯାହାକି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଥାଇଲ୍ୟାଣ୍ଡର ଭାଜିରା ହସ୍ପିଟାଲ ନିକଟରେ ଥିବା ଏକ ରାସ୍ତାରେ ହଠାତ୍ ୫୦ମିଟର ଗଭୀର ସିଙ୍କହୋଲରେ ସୃଷ୍ଟି ହୋଇଯାଇଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଭାବରେ ଭାଇରାଲ ହେବାରେ…

Ladakh Protest : ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ହେଲା ହିଂସାତ୍ମକ; ଧାରା ୧୬୩ ଲାଗୁ

ନୂଆଦିଲ୍ଲୀ: ଲେହରେ, ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଛାତ୍ରମାନେ ହିଂସାତ୍ମକ ପ୍ରତିବାଦ କରିଛନ୍ତି। ଛାତ୍ର ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି। ଛାତ୍ରମାନେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି ଏବଂ ଏକ CRPF ଗାଡ଼ି ପୋଡ଼ି ଦେଇଛନ୍ତି। ସାମାଜିକ ଏବଂ ପରିବେଶଗତ…

ଟେଷ୍ଟ କ୍ରିକେଟରୁ ବ୍ରେକ ନେଲେ ଶ୍ରେୟାଶ ଆୟାର

ନୂଆଦିଲ୍ଲୀ: ଭାରତର ଉଦୀୟମାନ ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାର ଟେଷ୍ଟ କ୍ରିକେଟରୁ ବ୍ରେକ ନେବା ପାଇଁ ବିସିସିଆଇକୁ ପତ୍ର ଲେଖିଛନ୍ତି । ପିଠି ସମସ୍ୟା ଯୋଗୁ ସେ ଏହି ନିଷ୍ପତି ନେଇଛନ୍ତି । ଅଷ୍ଟ୍ରେଲିଆ ଏ ବିପକ୍ଷ ଟେଷ୍ଟରେ ଶ୍ରେୟାଶଙ୍କୁ ଭାରତ ଏ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା । ସେ…

୨୦ ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରା ସାହୁଙ୍କୁ ହତ୍ୟା: ମନ୍ତ୍ରୀ

ଭୁବନେଶ୍ୱର: ନିଲମ୍ବିତ ପୋଲିସ କନେଷ୍ଟବଳ ଦୀପକ ରାଉତ ତାଙ୍କ ଦ୍ୱିତୀୟ ପତ୍ନୀ ତଥା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ୨୦ ଲକ୍ଷ ଟଙ୍କା ପାଇଁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୁଧବାର ଦିନ ଓଡ଼ିଶା ବିଧାନସଭାରେ କହିଛନ୍ତି।…