୨୪ ବର୍ଷରେ ମୋଦି ଗୋଟିଏ ବି ଛୁଟି ନେଇନାହାଁନ୍ତି: ଅମିତ ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭାରତର ବୈଦେଶିକ ନୀତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ବୈଦେଶିକ ନୀତିକୁ ଏକ ମେରୁଦଣ୍ଡ ଯୋଗାଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ,…