ବଲାଙ୍ଗୀର ଗୋଳାବାରୁଦ କାରଖାନା ପରିସରରୁ ମିଳିଲା କଲରାପତରିଆ ବାଘର ମୃତଦେହ
ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସବ ଡ଼ିଭିଜନ ଅନ୍ତର୍ଗତ ବଡ଼ମାଲରେ ଥିବା ଗୋଳାବାରୁଦ କାରଖାନା ପରିସରରୁ ମଙ୍ଗଳବାର ଦିନ ଏକ କଲରାପତରିଆ ବାଘର ମୃତଦେହ ମିଳିଛି ।
ଏହି ଘଟଣା ସମ୍ପର୍କରେ ଗୋଳାବାରୁଦ କାରଖାନାର କିଛି କର୍ମଚାରୀ କାଲକୁଟା ଜଙ୍ଗଲ ଗେଟ ନଂ ୧ ନିକଟସ୍ଥ ରାସ୍ତା ପାଖରେ…