Latest Odisha News

BREAKING NEWS

ଆପଣ ଦିନକୁ କେତେ ଷ୍ଟେପ ଚାଲୁଛନ୍ତି ? ସ୍ମାର୍ଟଫୋନ କେମିତି କରିଥାଏ ଗଣନା

ଭୁବନେଶ୍ୱର: ଆଜିକାଲି ସ୍ମାର୍ଟଫୋନ୍‌ଗୁଡ଼ିକରେ ଅନେକ ନୂଆ ଫିଚର୍‌ ସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୁବିଧା ମଧ୍ୟ ଉପଲବ୍ଧ ହେଉଛି। ଏହା ମଧ୍ୟରୁ ଗୋଟିଏ ଜନପ୍ରିୟ ଫିଚର୍‌ ହେଉଛି ଷ୍ଟେପ୍‌ କାଉଣ୍ଟ୍‌, ଯାହା ଜଣେ ବ୍ୟବହାରକାରୀଙ୍କ ପ୍ରତ୍ୟେକ ପାଦଚାଳନାକୁ ଟ୍ରାକ୍‌ କରି ତାଙ୍କୁ…

‘୧୪ ମାସରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଫେରସ୍ତ ହୋଇଛି ୪୯ କୋଟି ୬୭ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା’

ଭୁବନେଶ୍ବର: ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ନେଇ ବିଧାନସଭାରେ ସୋମବାର ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ଗତ ୧୪ ମାସ ମଧ୍ୟରେ ରାଜ୍ୟ ସରକାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଫେରସ୍ତ କରିଛନ୍ତି ୪୯.୬୭ କୋଟି ଟଙ୍କା । ରୋଜ୍ ଭ୍ୟାଲି ଗ୍ରୁପ୍ ଅଫ୍…

ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୨ ମାଓବାଦୀ ନିହତ

ନାରାୟଣପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ସୋମବାର ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜଣେ ଅଧିକାରୀଙ୍କ ଅନୁଯାୟୀ, ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଏବଂ କିଛି…

ଜୁନ୍ ୨୦୨୪ରୁ ଗଲାଣି ୨୨ ଛାତ୍ରଛାତ୍ରୀଙ୍କ ଜୀବନ, ୧୧ ଗିରଫ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ୨୦୨୪ରୁ ଓଡ଼ିଶାରେ ୨୨ଟି ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ସରକାରୀ ଏବଂ ବେସରକାରୀ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସୂଚନା ଦେଇଛନ୍ତି। ରାଜ୍ୟ ବିଧାନସଭାରେ…

ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲେ ବଳଙ୍ଗା ପୀଡ଼ିତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଳଙ୍ଗା ପୀଡ଼ିତାଙ୍କ ଉପରେ ବଡ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାନସଭାର ମୌସୁମୀ ଅଧିବେଶନର ସୋମବାର ଗୃହରେ ମୋହନ କହିଛନ୍ତି ଯେ, ନିଜେ ନିଜ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇଦେଇଥିଲେ ପୀଡିତା ଜଣଙ୍କ । ଦିଲ୍ଲୀ ଏମ୍ସରେ ଚିକିତ୍ସା କରୁଥିବା ଡାକ୍ତାରଙ୍କ…

Odisha Assembly Chaos: ବିଶୃଙ୍ଖଳା ଭିତରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ, ଦୁଇ ଦିନ ଗୃହ ଅଚଳ ଯୋଗୁଁ…

ଭୁବନେଶ୍ବର: ମୌସୁମୀ ଅଧିବେଶନ ଆରମ୍ଭରୁ ଅଚଳାବସ୍ଥାରେ ଚାଲିଛି ଗୃହ । ଏହାରି ଭିତରେ ଆଜି ଅପରାହ୍ଣ ୪ଟା ପରେ ଟିକିଏ ଗୃହ ଚାଲିଥିବା ବେଳେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ କରିଛନ୍ତି ସୁରମା ପାଢୀ । ବାଚସ୍ପତି କହିଛନ୍ତି, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହରେ ଅଚଳାବସ୍ଥା ଜାରି…

Bodyguard Satellite: ବଡିଗାର୍ଡ ସାଟେଲାଇଟ ନିର୍ମାଣ କରିବ ଭାରତ, ମହାକାଶ ଯୁଦ୍ଧରେ ଶତ୍ରୁର ପ୍ରତ୍ୟେକ ଗତିବିଧି…

ନୂଆଦିଲ୍ଲୀ: ଭାରତ ଏବେ ଏହାର ମହାକାଶ ସୁରକ୍ଷା ରଣନୀତିକୁ ମଜବୁତ କରୁଛି। ସୂତ୍ର ଅନୁଯାୟୀ, ସରକାର "ବଡିଗାର୍ଡ" ସାଟେଲାଇଟ୍ ବିକଶିତ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନଙ୍କର କାର୍ଯ୍ୟ ହେବ ଭାରତୀୟ ସାଟେଲାଇଟ୍‌ଗୁଡ଼ିକୁ ଶତ୍ରୁ ଦେଶମାନଙ୍କ ଦ୍ୱାରା ସମ୍ଭାବ୍ୟ…

Pakistan PAF: ଭୁଲବଶତଃ ନା ଜାଣିଶୁଣି ଆକ୍ରମଣ?, ନିଜ ନାଗରିକଙ୍କୁ ଚୀନ୍ ବୋମା ପକାଇ ମାରିଲା ପାକିସ୍ତାନ…

ନୂଆଦିଲ୍ଲୀ: ନିଜ ନାଗରିକଙ୍କୁ ବୋମା ପକାଇ ହତ୍ୟା କଲା ପାକିସ୍ତାନ । ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ଉଦ୍ଦିଷ୍ଟ ପାକିସ୍ତାନୀ ବାୟୁସେନା ନିଜ ନାଗରିକଙ୍କ ଉପରେ ବୋମା ପକାଇଛି। ଏହି ଆକ୍ରମଣରେ ଅତି କମ୍ ରେ ୩୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣ…

କ୍ୟାପିଟାଲ୍‌ ହସ୍ପିଟାଲରେ ଶିଶୁର ମୃତ୍ୟୁ ଉତ୍ତେଜନା; ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋ‌ଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଏକ ଶିଶୁକୁ ଭୁଲ ଇଞ୍ଜେକ୍ସନ ଦେବା କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣାରେ ଏକ୍ସ ରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ୪…

OMFED Dairy Products: ଶସ୍ତା ହେଲା ଓମଫେଡ୍ ଉତ୍ପାଦ, ଜାଣନ୍ତୁ କ୍ଷୀର ଓ ପନିରର ନୂଆ ରେଟ୍

ଭୁବନେଶ୍ୱର: ଆଜିଠୁ ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି। ଆଜିଠାରୁ ଆରମ୍ଭ ହେଲା ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’। ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ହେବା ସହ ଶସ୍ତା ହୋଇଛି। ଫଳରେ ଆଶ୍ବସ୍ତ ହୋଇଛନ୍ତି ମଧ୍ୟବିତ୍ତଙ୍କଠୁ ଆରମ୍ଭ କରି ଚାଷୀ। ନୂଆ ଜିଏସଟି ଲାଗୁ ପରେ ଶସ୍ତା ହେଲା ଓମଫେଡ୍…