Latest Odisha News

BREAKING NEWS

ବିସ୍ଫୋରଣରେ କମ୍ପି ଉଠିଲା ତେହେରାନ, ଲେବାନନରେ ୮୩ ଜଣ ଶିଶୁଙ୍କ ମୃତ୍ୟୁ

ତେହେରାନ: ଇରାନର ରାଜଧାନୀ ତେହେରାନରେ ଅନେକଗୁଡ଼ିଏ ବିସ୍ଫୋରଣର ଶଦ୍ଦ ଶୁଣାଯାଇଛି। ତେହେରାନରେ ୨୦ରୁ ଅଧିକ ଶକ୍ତିଶାଳୀ ବିସ୍ଫୋରଣ ଶୁଣାଯାଇଛି, ଯାହା ଫଳରେ ଅନେକ ଲୋକ ନିରାପଦ ସ୍ଥାନକୁ ପଳାୟନ କରିଛନ୍ତି। ମଧ୍ୟରାତ୍ରିରେ ଘଟିଥିବା ଏହି ଆକ୍ରମଣଗୁଡ଼ିକୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ତେହେରାନ…

ଗୁଣିଗାରେଡି ସନ୍ଦେହରେ ମାଡ଼ ଘଟଣାରେ ୧୦ ଗିରଫ

ଗଞ୍ଜାମ: ଗୁଣିଗାରେଡି ସନ୍ଦେହରେ ମାଡ଼ ଘଟଣାରେ ୧୦ ଜଣ ଗିରଫ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ବେଲପୁଞ୍ଜି ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୟସ୍କ ବ୍ୟକ୍ତିଙ୍କ ହାତ ବାନ୍ଧି, ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ। ଆହତ ବ୍ୟକ୍ତି ଚଢିଆପଲ୍ଲୀ ଗାଁ ଢେପସାହିର ଗୋପାଳକୃଷ୍ଣ…

ଆଜିଠାରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା, ଆଗକୁ ରହିଛି ସୁପର ଏଲ୍‌ନିନୋ ଭୟ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା । ୨ ରୁ ୩ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା। ଏହାସହ ଆଗକୁ ରହିଛି ସୁପର ଏଲ୍‌ନିନୋ ଭୟ। ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଗ୍ରୀଷ୍ମ ଆରମ୍ଭରୁ ତାତି ଅସମ୍ଭାଳ…

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬

ଭୁବନେଶ୍ୱର: ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ମାର୍ଚ୍ଚ ୧୫ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬ ଆୟୋଜନ କରାଯିବ। ଏନେଇ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ…

Trump Urges Australia: ଇରାନ ମହିଳା ଫୁଟବଲ୍ ଦଳକୁ ଶରଣ ଦିଏ… ଟ୍ରମ୍ପ ଅଷ୍ଟ୍ରେଲିଆକୁ କାହିଁକି କଲେ ଅପିଲ?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ମହିଳା ଫୁଟବଲ୍ ଦଳକୁ ଶରଣ ଦେବାକୁ ଅଷ୍ଟ୍ରେଲିଆକୁ ଅପିଲ୍ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯଦି ଏହି ଖେଳାଳିମାନଙ୍କୁ ଇରାନକୁ ପଠେଇ ଦିଆଯାଏ, ତେବେ ଏହା ଏକ ବଡ଼ ମାନବୀୟ ଭୁଲ ହେବ ଏବଂ ସେମାନଙ୍କ ଜୀବନ ପ୍ରତି ବିପଦ ହୋଇପାରେ ।…

First time in History: ପ୍ରଥମ ଥର ଲାଗି ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ ରିଡଲେ; ଦେଲା ୧୧୪ ଅଣ୍ଡା

ପୁରୀ:ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ପ୍ରଥମ ଥର ଅଲିଭ ରିଡ଼ଲେ କଇଁଛ ଅଣ୍ଡାଦାନ କରିବା ଘଟଣା ଏବେ ଚର୍ଚ୍ଚାରେ । ଫ୍ଲାଗ୍ ବିଚ୍‌କୁ ଅଲିଭ ରିଡ୍‌ଲେମାନେ ସୁରକ୍ଷିତ ଅନୁଭବ କରି ଅଣ୍ଡାଦାନ କରିଛନ୍ତି । ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି । ଗୋଟିଏ ଅଲିଭ ରିଡଲେ କଇଁଛ ଏଠାକୁ ଆସି ୧୧୪ଟି ଅଣ୍ଡା…

ଏଥର ଦୁର୍ଗାପୂଜାରେ ପରଦାକୁ ଆସିବ ଆକ୍ସନ୍, ଥ୍ରିଲର୍ ଫିଲ୍ମ “ମୋନଷ୍ଟର୍: ଦ ଅଲ୍ଟିମେଟ୍’

ଭୁବନେଶ୍ୱର: ଆସନ୍ତା ଦଶହରା ସମୟରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୁରାକ ଯୋଗାଇବାକୁ ଆଶୁଛି ନୂଆ ଓଡ଼ିଆ ସିନେମା "ମୋନଷ୍ଟର୍: ଦ ଅଲ୍ଟିମେଟ୍’ । ଏହି ସିନେମାର ବିଶେଷତା ହେଉଛି³ ଏଥିରେ ଅଧିକରୁ ଅଧିକ ଆଧୁନିକ ବୈଷୟିକ ଜ୍ଞାନକୌଶଳକୁ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ଥର ପାଇଁ ଦର୍ଶକ ଦେଖିବେ…

ଆର୍ଥିକ ସଙ୍କଟରେ ପାକିସ୍ତାନ, ସାଉଦି ଆରବକୁ ମାଗିଲା ସହାୟତା

ନୂଆଦିଲ୍ଲୀ: ପାକିସ୍ତାନ ସାଉଦି ଆରବଠାରୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛି । ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ପାକିସ୍ତାନ ସରକାର ସାଉଦି ଆରବକୁ ୮ଟି ପ୍ରମୁଖ ଅନୁରୋଧ କରିଛନ୍ତି । ଏଥିରେ ମୁଖ୍ୟତଃ ୫ ବିଲିୟନ ଡଲାର ଜମାକୁ ୧୦ ବର୍ଷର ଦୀର୍ଘକାଳୀନ ସୁବିଧାରେ ପରିଣତ କରିବା…

Odisha Mobile Network: ଆଜି ବି ପହଞ୍ଚି ପାରିନାହିଁ ନେଟ୍‌ୱର୍କ…୧୨୩୭ ଗାଁରେ ମୋବାଇଲ୍‌ ସେବା ଠପ୍

ଭୁବନେଶ୍ବର: ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନାମୁତାବକ, ରାଜ୍ୟର ୧ ହଜାର ୨୩୭ ଗାଁରେ ପହଞ୍ଚିନି ମୋବାଇଲ୍ ନେଟୱର୍କ । ଏନେଇ ସେ ଗୃହରେ ସୂଚନା ଦେଇଛନ୍ତି । କୋରାପୁଟ ଜିଲ୍ଲାର ୮୮ଟି ଗାଁରେ ମୋବାଇଲ ସେବା ପ୍ରଦାନ ପାଇଁ ୭୬ଟି ଟାୱାର୍ ସ୍ଥାପନ କରାଯାଉଥିବା ମନ୍ତ୍ରୀ…

ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ଚାଲିଗଲା ଜୀବନ

ନବରଙ୍ଗପୁର: ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ । ମୁତ ଶିଶୁ ଦୁଇ ଜଣ ସମ୍ପର୍କୀୟ ଭଉଣୀ । ପାପଡାହାଣ୍ଡି ବ୍ଲକ ଖୁଟବାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନ ଦାମାପାଳା ଗ୍ରାମ ପୋଖରୀରେ ଏପରି ଏକ ଅଘଟଣ ଘଟିଛି । ମୁତ ଶିଶୁ ଦୁଇ ଜଣ ହେଲେ ଦାମାପାଳା ଗ୍ରାମର ମାନସୀ ହରିଜନ (୦୮) ଓ ପକନାଗୁଡା…