ଲୋକଙ୍କ ସମସ୍ୟା ଶୁଣିବେ ଅଧିକାରୀ: ସୋମବାରକୁ ‘ନୋ ମିଟିଂ ଡେ’ (No Meeting Day) ଘୋଷଣା କଲେ ରାଜ୍ୟ…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟକୁ ନିଜର ଦୁଃଖ ଓ ସମସ୍ୟା ଜଣାଇବାକୁ ଆସୁଥିବା ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ସରକାରୀ ଅଧିକାରୀମାନେ ଯେପରି ଲୋକଙ୍କୁ ପର୍ଯ୍ୟାପ୍ତ ସମୟ ଦେବେ ଏବଂ ସେମାନଙ୍କ ଅଭିଯୋଗର ତୁରନ୍ତ ଶୁଣାଣି କରିବେ,…