Latest Odisha News

BREAKING NEWS

ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ ଭାରତର କ୍ଲିନ ସୁଇପ

ନୂଆଦିଲ୍ଲୀ: ଆଇସିସି ଟି୨୦ ର‌୍ୟାଙ୍କିଙ୍ଗରେ ଭାରତ ସମସ୍ତ ୪ଟି ବିଭାଗରେ ଶୀର୍ଷ ସ୍ଥାନ ହାସଲ କରି କ୍ଲିନ ସୁଇପ କରିଛି । ଭାରତୀୟ ଦଳ ଟିମ ର‌୍ୟାଙ୍କିଙ୍ଗ ସମେତ ବ୍ୟାଟ୍ସମ୍ୟାନ, ବୋଲର ଓ ଅଲରାଉଣ୍ଡରେ ପ୍ରଥମ ସ୍ଥାନରେ ରହିଛି । ବରୁଣ ଚକ୍ରବର୍ତି ପ୍ରଥମ ଥର ପାଇଁ କ୍ୟାରିୟରରେ ଶୀର୍ଷ ସ୍ଥାନ…

ପ୍ରଥମ ଥର ପାଇଁ ଇଭିଏମ୍‌ରେ ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ, ଇସିଆଇ ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି

ପାଟନା: ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପର ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିହାରରୁ ନୂତନ ନିର୍ଦ୍ଦେଶାବଳୀ ଆରମ୍ଭ ହେଉଛି। ପ୍ରଥମ ଥର ପାଇଁ, ଇଭିଏମ୍‌ରେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ରହିବ। ସିରିଏଲ୍ ନମ୍ବରଗୁଡ଼ିକ ମଧ୍ୟ ଅଧିକ ପଠନୀୟ ହେବ। ଏହି ପଦକ୍ଷେପ ବିହାର…

Jolly llb 3 ଉପରେ ଲାଗିବନି ପ୍ରତିବନ୍ଧକ, ଆବେଦନକୁ ଖାରଜ କଲେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଅକ୍ଷୟ କୁମାର ଏବଂ ଅର୍ଶଦ ୱାରସୀଙ୍କ ଚଳଚ୍ଚିତ୍ର ଜଲି ଏଲଏଲବି ୩ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଆବେଦନକୁ ଖାରଜ କରିଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ନ୍ୟାୟପାଳିକା ଏପରି ଉପହାସ ଦ୍ୱାରା ପ୍ରଭାବିତ ନୁହେଁ। ଶୁଣାଣି ସମୟରେ, କୋର୍ଟ ମନ୍ତବ୍ୟ…

Uttar Pradesh Family Drama: ଶାଳୀଙ୍କ ସହ ଫେରାର ହେଲେ ଭିଣୋଇ, ପରଦିନ ଭିଣୋଇଙ୍କ ଭଉଣୀଙ୍କୁ ନେଇ ଛୁ ମାରିଲେ…

ବରେଲି: ଜଣେ ବ୍ୟକ୍ତି ତାଙ୍କ ଶାଳୀଙ୍କ ସହ ଫେରାର ହେବାର ମାତ୍ର ଦିନକ ପରେ ତାଙ୍କ ଭଉଣୀଙ୍କୁ ନେଇ ଫେରାର ହେଲେ ତାଙ୍କ ଶଳା । ଏକ ଟେଲିଭିଜନ ନାଟକର କାହାଣୀ ଭଳି ଲାଗୁଥିଲେ ମଧ୍ୟ ଉତ୍ତରପ୍ରଦେଶର ବରେଲିର ଏହି ଘଟଣା ଏବେ ପୂରା ଇଣ୍ଟରନେଟକୁ ଯେତିକି ଆଚମ୍ବିତ କରିଛି ସେତିକି କୌତୁହଳତା ବି…

ମାଟିତଳୁ ମିଳିଲା ମହିଳା ଟ୍ରାଫିକ୍ କନଷ୍ଟେବଳ ଶୁଭମିତ୍ରାଙ୍କ ମୃତଦେହ

କେନ୍ଦୁଝର: କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣା । ମାଟିତଳୁ ବାହାରିଲା ଶୁଭମିତ୍ରାଙ୍କ ମୃତଦେହ । ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି ବାହାର କରାଗଲା । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମାଟି ଖୋଳି…

ଦଶହରା ସମୟରେ ପୂଜା ମଣ୍ଡପରେ ପ୍ଲାଷ୍ଟିକର ବ୍ୟବହାର ନ କରିବାକୁ ବିଏମସିର ଅପିଲ୍

ଭୁବନେଶ୍ୱର: ଚଲିଛି ପାର୍ବଣ ଋତୁ । ପୀଠ ମାନଙ୍କରେ ଶୋଡଷ ଉପଚାର ଚାଲିଥିବାବେଳେ ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ଦଶହରା ପର୍ବ । ଦୁର୍ଗାପୂଜା ସମୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କୁ କହିଛି ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) । ବିଏମସି…

ମାସୁଦ ରଚିଥିଲା ସଂସଦ ଓ ମୁମ୍ବାଇ 26/11 ଆକ୍ରମଣର ଷଡଯନ୍ତ୍ର

ନୂଆଦିଲ୍ଲୀ: ପାକିସ୍ତାନର ନିଜ ଆତଙ୍କବାଦୀମାନେ ବିଶ୍ୱ ସମ୍ମୁଖରେ ପାକିସ୍ତାନର ପୋଲ ଖୋଲିବାରେ ବ୍ୟସ୍ତ। ଏହି ପରିପ୍ରେକ୍ଷୀରେ ଜୈଶ-ଏ-ମହମ୍ମଦର ଶୀର୍ଷ କମାଣ୍ଡର ମାସୁଦ ଇଲିଆସ୍ କାଶ୍ମୀରି ଆଉ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀର ସଂସଦ ଭବନ ଏବଂ ମୁମ୍ବାଇ ଆକ୍ରମଣ ପଛରେ…

Odisha Vigilance: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ କାର୍ଯ୍ୟାଳୟର କନିଷ୍ଠ ସହାୟକ ଓ ପିଅନ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ରେଙ୍ଗାଳିରେ ଥିବା ବ୍ଲକ ଶିକ୍ଷା କାର୍ଯ୍ୟାଳୟ (BEO)ର ଦୁଇ କର୍ମଚାରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଜଣେ ସହକର୍ମୀଙ୍କ ଠାରୁ ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ ଗିରଫ କରିଛନ୍ତି। ଅଭିଯୁକ୍ତ, ଜୁନିଅର ସହାୟକ ଦୁଷ୍ମନ୍ତ କୁମାର ସାହୁ ଏବଂ ପିଅନ…

Assembly Monsoon Session: ବିଧାନସଭା ମୌସୁମୀ ଅଧିବେଶନ, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ପୁଣି ଆରମ୍ଭ ହେବ ବିଧାନସଭା ଅଧିବେଶନ। ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଅଧିବେଶନ ୨୫ ତାରିଖ ଯାଏ ଚାଲିବ। ବିଧାନସଭାରେ ୭ଟି କାର୍ଯ୍ୟ ଦିବସ ରହିଛି। ଆସନ୍ତାକାଲିଠାରୁ ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି…

Modi-Trump Phone Call: ୩ ମାସ ପରେ କଲ୍ ଉଠେଇଲେ ମୋଦି, ୩ ସନ୍ଦେଶ ଦେଲେ ଟ୍ରମ୍ପ…

ନୂଆଦିଲ୍ଲୀ: ନୂଆ ମୋଡ ନେଉଛି ଆମେରିକା ଏବଂ ଭାରତ ସମ୍ପର୍କ । ଯାହାକୁ ଗତ କିଛି ମାସ ମଧ୍ୟରେ ଶୁଳ୍କ ପଙ୍ଗୁ କରିଦେଇଥିଲା। ହେଲେ ଟ୍ରମ୍ପ ଏବଂ ଟାରିଫ୍ ନୀତି ମଧ୍ୟରେ ଏବେ ପ୍ରଧାନମନ୍ତ୍ରୀ ମୋଦି ବଡ ବନ୍ଧ ହୋଇ ଛିଡା ହୋଇଥିବା ଦେଖାଯାଉଛି ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ…