Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ୧ କୋଟି ୪ ହଜାର ପାର କଲା ବୃକ୍ଷରୋପଣ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ । ଏହି ଅବସରରେ ଏକାମ୍ର କଲେଜ ପରିସରରେ ଗଛ ଲଗାଇ 'ଏକ୍‌ ପେ ମାକେ ନାମ୍‌' କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସାରା ରାଜ୍ୟରେ ୭୫ ଲକ୍ଷ ବୃକ୍ଷ ରୋପଣ କରିବେ ବୋଲି ଲକ୍ଷ୍ୟ ରଖିଥିଲେ…

ତହସିଲଦାରଙ୍କ ପରେ ଏବେ କୁଚିଣ୍ଡା ରାଜସ୍ୱ ନିରୀକ୍ଷକ ନିଲମ୍ବିତ

ଭୁବନେଶ୍ୱର: ଜମି ବିବାଦ ମାମଲାରେ ହେରଫେର ଅଭିଯୋଗରେ ସମ୍ବଲପୁର କୁଚିଣ୍ଡାର ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ପରେ ଏବେ କୁଚିଣ୍ଡା ରାଜସ୍ବ ନିରୀକ୍ଷକ ନିଲମ୍ବିତ ହୋଇଛନ୍ତି। ସମ୍ବଲପୁରଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦର ତହସିଲଦାର ଜମି ପଟାମାଲିକାନା…

International-standard ice rink: ଦେଶର ପ୍ରଥମ ସରକାରୀ ଅଲିମ୍ପିକ୍ ମାନର ସ୍କେଟିଂ ରିଙ୍କ ଏଠାରେ ହେବ ନିର୍ମାଣ;…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନର ପୂର୍ବ ସନ୍ଧ୍ୟାରେ, ରାଜଧାନୀ ଦିଲ୍ଲୀକୁ ଏକ ଐତିହାସିକ କ୍ରୀଡା ଉପହାର ମିଳିଛି। ଦ୍ୱାରକା ସେକ୍ଟର ୨୩ରେ ଭାରତର ପ୍ରଥମ ସରକାରୀ ପରିଚାଳିତ ଅଲିମ୍ପିକ୍ ମାନର ଆଇସ୍ ସ୍କେଟିଂ ରିଙ୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।…

Congress MPs voted for NDA’s Veep: ‘ରେବନ୍ତ ରେଡ୍ଡିଙ୍କ ଇଙ୍ଗିତରେ ରାଧାକ୍ରିଷ୍ଣନଙ୍କୁ ଭୋଟ ଦେଇଥିଲେ…

ନୂଆଦିଲ୍ଲୀ: ବିଆରଏସ (ଭାରତ ରାଷ୍ଟ୍ର ସମିତି) ବିଧାୟକ ପଦୀ କୌଶିକ ରେଡ୍ଡୀ ମଙ୍ଗଳବାର ଦିନ ହାଇଦ୍ରାବାଦର ତେଲେଙ୍ଗାନା ଭବନରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବା ସମୟରେ ଏକ ବଡ଼ ଚାଞ୍ଚଲ୍ୟକର ଦାବି କରିଛନ୍ତି । ଯାହା ଏବେ ନୂଆ ରାଜନୈତିକ ବିବାଦ ସୃଷ୍ଟି କରିଛି । ସେ ତେଲେଙ୍ଗାନା…

ଡିଜେ ଗାଡ଼ି ନାଁରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର: ବିଗତ କିଛି ଦିନ ମଧ୍ୟରେ ବେଆଇନ ଡିଜେ ଗାଡ଼ି ଯୋଗୁଁ ସାମ୍ନାକୁ ଆସିଥିବା ଅଘଟଣକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଭୀର ଚିନ୍ତାପ୍ରକଟ କରିଛନ୍ତି । ଏହି ଡିଜେ ଯାନ ଗୁଡ଼ିକ ବେଆଇନ ଭାବେ ଯାନର ଷ୍ଟ୍ରକଚର୍ ବା ମୂଳଢାଞ୍ଚାରେ କରୁଥିବା ପରିବର୍ତ୍ତନ, ଯାନର…

Maoist Ceasefire: ଶେଷରେ ମୁଣ୍ଡ ନୁଆଁଇଲା ଲାଲବାହିନୀ, ଅସ୍ତ୍ରବିରତି ଘୋଷଣା କଲେ ନକ୍ସଲ!

ଭୁବନେଶ୍ୱର: ଅସ୍ତ୍ରବିରତି ଘୋଷଣା କଲେ ନକ୍ସଲ! ଜାତୀୟ ଗଣମାଧ୍ୟମରେ ଏମିତି କିଛି ବଡ଼ ଖବର ସାମ୍ନାକୁ ଆସିଛି। ସିପିଆଇ-ମାଓବାଦୀ ଘୋଷଣା କରିଛନ୍ତି ଅସ୍ତ୍ରବିରତି। ଶେଷରେ ମୁଣ୍ଡ ନୁଆଁଇଲା ଲାଲବାହିନୀ । ସୁରକ୍ଷା କର୍ମୀଙ୍କ ମାରାଥନ ମାଓ ବିରୋଧୀ ଅପରେସନ ପରେ ନରମିଲା ମାଓ ସଂଗଠନ। ଆଉ କୌଣସି…

Modi Gift E Auction: ଆଜିଠୁ ନିଲାମ ହେବ ପିଏମ୍ ମୋଦିଙ୍କ ଉପହାର, ଅକ୍ସନରେ ରହିଛି ୧୦ ଲକ୍ଷରୁ ଅଧିକ ମୂଲ୍ୟର…

ନୂଆଦିଲ୍ଲୀ: କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆଜାଦୀ କା ଅମୃତ ମହୋତ୍ସବର ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଥିବା ଉପହାରର ସପ୍ତମ ଇ-ନିଲାମ ଘୋଷଣା କରିଛି। ଏଥର ନିଲାମ ୧୭ ସେପ୍ଟେମ୍ବର, ୨୦୨୫ ରୁ ୨ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଚାଲିବ। ରିପୋର୍ଟ ଅନୁଯାୟୀ ଏଥର ୧୩୦୦ ରୁ ଅଧିକ…

ମହିଳା ଟ୍ରାଫିକ୍ କନଷ୍ଟେବଳ ନିଖୋଜ ମାମଲା; ମିଳିଲା ବଡ଼ ସୁରାକ, ପୁରୁଷ ବନ୍ଧୁ ଅଟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ନିଖୋଜ ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ମାମଲାରେ ପୋଲିସକୁ ମିଳିଲା ବଡ଼ ସୁରାକ। ସନ୍ଦେହରେ ପୋଲିସ କମିଶନରଙ୍କ ଅଫିସ୍‌ରେ କାର୍ଯ୍ୟରତ କିରାଣୀ। କିରାଣୀ ଦୀପକ ରାଉତଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରହିଛି। ସାମ୍ନାକୁ ଆସିଲା ଦୀପକ…

PM Modi Turns 75: ଜାଣନ୍ତୁ କିପରି ରାଜନୀତିରେ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ?, ଗୋଟିଏ ଫୋନ୍ କଲ୍‌ ବନାଇଥିଲା…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୭୫ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସ୍ୱାଧୀନ ଭାରତରେ ଜନ୍ମିତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜନୈତିକ କ୍ୟାରିଅର ଅନୁକରଣୀୟ। ପ୍ରଧାନମନ୍ତ୍ରୀ ମୋଦି ହୁଏତ ଭାରତର ସେହି କିଛି ନେତାଙ୍କ ମଧ୍ୟରୁ ଜଣେ…

Happy Birthday Modiji: ବାଲୁକା ଆନିମେସନ ମାଧ୍ୟମରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ମାନସ ସାହୁ

ପୁରୀ: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନ। ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ୭୫ତମ ଜନ୍ମଦିନ ଉପଲକ୍ଷେ ପୁରୀସ୍ଥିତ ମାନସ ସାହୁ ସ୍ଟୁଡ଼ିଓରେ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ଆଜି ବିଶ୍ୱକର୍ମା…