Thank you my friend…ଜନ୍ମଦିନରେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ…
ନୂଆଦିଲ୍ଲୀ: ଆଜି ୭୫ ତମ ଜନ୍ମଦିନ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ପିଏମ ମିତ୍ର ପାର୍କର ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ସୁସ୍ଥନାରୀ ଓ ସଶକ୍ତ ପରିବାର ଯୋଜନାର ଶୁଭାରମ୍ଭ କରିବେ । ଜନ୍ମଦିନ ଅବସରରେ…