Dehradun Cloudburst: ଡେରାଡୁନ୍ରେ ବାଦଲଫଟା ବର୍ଷା; ୨ରୁ ୩ ଲୋକ ନିଖୋଜ, ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ…
ଡେରାଡୁନ୍: ଡେରାଡୁନ୍ରେ ପୁଣି ବାଦଲଫଟା ବର୍ଷା। ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ରାତିସାରା ପ୍ରବଳ ବର୍ଷା ଯୋଗୁଁ ରାସ୍ତା, ଘର ଏବଂ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଡେରାଡୁନ-ହରିଦ୍ୱାର ଜାତୀୟ ରାଜପଥରେ ଥିବା ଏକ ପୋଲର ଏକ ଅଂଶ ଭୁଶୁଡ଼ି ପଡ଼ି ପାଣିରେ ବୁଡ଼ି ଯାଇଛି। ଏହି ଘଟଣା ଫନ୍…