Latest Odisha News

BREAKING NEWS

ଏସଟିଏର କଡ଼ା ଆଭିମୁଖ୍ୟ: ନିୟମ ଉଲ୍ଲଙ୍ଘନ କଲେ ଆରସି ରଦ୍ଦ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ

କଟକ: ଅଭ୍ୟାସଗତ ଭାବେ ମୋଟର ଯାନ ଆଇନ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ରାଜ୍ୟବ୍ୟାପୀ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଏ ନେଇ ପ୍ରସ୍ତୁତ କରିବେ ତାଲିକା । ସଡ଼କରେ ଅନ୍ୟ ବ୍ୟବହାରକାରୀଙ୍କ ପାଇଁ ବିପଦ ସାଜିଥିବା ଏଭଳି ଗାଡ଼ି ଗୁଡ଼ିକର…

ଅଷ୍ଟ୍ରେଲିଆରେ ଏହି ୧୦ ରେକର୍ଡ କରି ପାରନ୍ତି ରୋହିତ

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୧୯ରୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଖେଳିବ । ଏହି ସିରିଜରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ନିକଟରେ ରୋହିତଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି ।…

Special Train service: ଯାତ୍ରୀମାନଙ୍କ ସୁବିଧା ପାଇଁ ଗଡିବ ପାର୍ବଣ ସ୍ୱତନ୍ତ୍ର ଟ୍ରେନ୍‌; ଚେକ୍ କରନ୍ତୁ ଟ୍ରେନ…

ଭୁବନେଶ୍ବର: ଆସନ୍ତା ପର୍ବପର୍ବାଣୀ ସମୟରେ ଯାତ୍ରୀମାନଙ୍କ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି, ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ୧୮.୧୦.୨୦୨୫ (ଶନିବାର) ଏବଂ ୧୯.୧୦.୨୦୨୫ (ରବିବାର) ତାରିଖରେ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ଚଲାଇବ। ଟ୍ରେନ୍‌ ନଂ.୦୨୮୧୧…

ଏସଆଇ ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ; ‘ବଡ଼ମୁଣ୍ଡ ମାନଙ୍କୁ ଖସାଇବା ପାଇଁ ଦାୟିତ୍ୱ ନେଇଛି…

ଭୁବନେଶ୍ୱର: ପୋଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ କେବଳ ବଡ଼ମୁଣ୍ଡ ମାନଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଛି । ପ୍ରାୟ ୨୫୦ କୋଟି ଟଙ୍କାର ଏହି ନିଯୁକ୍ତି ସ୍କାମରେ ସରକାରୀ ଦଳର ଓ ପୋଲିସ ବିଭାଗର ଅନେକ ବଡ଼ମୁଣ୍ଡ ସାମିଲ ଥିବାବେଳେ କ୍ରାଇମବ୍ରାଞ୍ଚ ତଳତଳିଆଙ୍କୁ ଧରିବାକୁ…

ବାତ୍ୟା ମାସରେ ଡରାଇଲାଣି ଲଘୁଚାପ, ୨୬ରେ ଅବପାତ

ଭୁବନେଶ୍ୱର: ଅକ୍ଟୋବର ମାସକୁ ବାତ୍ୟା ମାସ ବୋଲି କୁହାଯାଏ, ଏବଂ ଏବେ ବଙ୍ଗୋପସାଗରରେ ପୁଣି ଥରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେଉଁ ବାତ୍ୟାର ଭୟ ବଢ଼ିଛି । ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ଆସନ୍ତା ୨୪ ତାରିଖ ଆଖପାଖରେ ଦକ୍ଷିଣ-ପୂର୍ବ…

ମହାଗଠବନ୍ଧନରେ ଫସିଛି ପେଞ୍ଚ: ଜିଦ୍‌ରେ ରାହୁଲ, ତେଜସ୍ୱୀ ବି ନଛଡ଼ବନ୍ଧା

ନୂଆଦିଲ୍ଲୀ: ବିହାର ରାଜନୀତିରେ ପ୍ରଥମ । ଡେଡ୍‌ଲାଇନ ପରେ ବି ଅଫିସିଆଲ ଭାବେ ଘୋଷଣା ହୋଇପାରିଲା ନାହିଁ ପ୍ରାର୍ଥୀ ତାଲିକା । ମହାଗଠବନ୍ଧନ ଭିତରେ ଏମିତି ପେଞ୍ଚ ଫସିଛି ଯେ ସମାଧାନର ବାହାରୁନି ବାଟ । ପ୍ରାର୍ଥୀ ଘୋଷଣା ହେବ ହେବ କହି, ହୋଇପାରିଲା ନାହିଁ ଆସନ ବୁଝାମଣା । ନା କଂଗ୍ରେସ ରାଜି…

ଅମରେଶ ଜେନାଙ୍କ ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ

କଟକ: ବିଏମସି କର୍ପୋରେଟର ଅମରେଶ ଜେନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ଶୁକ୍ରବାର ହାଇକୋର୍ଟଙ୍କ ପକ୍ଷରୁ ୨୫ହଜାର ଟଙ୍କାର ଦୁଇ ଜାମିନ ଦାର ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଓ ଗର୍ଭ ନଷ୍ଟ କରିବା ସହ ହତ୍ୟା ଧମକ…

ଏବେ ଘରି ବସି ଦେଖିପାରିବେ ସବୁ ଦେଶର ଟିଭି ଚ୍ୟାନେଲ, ଫ୍ରିରେ ସବୁ ହେବ

ଭୁବନେଶ୍ୱର: ଆଧୁନିକ ଯୁଗରେ ଟିଭି ଦେଖିବାର ପଦ୍ଧତି ପରିବର୍ତ୍ତନ ହୋଇଛି। ଆପଣ ଘରେ ବସି ଆମେରିକାର ରଗ୍‌ବି ମ୍ୟାଚ୍‌ କିମ୍ବା କୋରିଆର ଡ୍ରାମା ସିରିଜ୍ ଦେଖିବାକୁ ଚାହାଁନ୍ତି? ଏହା ଏବେ ସହଜ ଏବଂ ମୁକ୍ତରେ ଦେଖିପାରିବେ। କୌଣସି OTT ପ୍ଲାଟଫର୍ମ ସବ୍‌ସ୍କ୍ରିପ୍ସନ୍‌ ନୁହେଁ, କୌଣସି ଟଙ୍କା…

ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଲେ ଗୁଜରାଟ ମନ୍ତ୍ରୀ, ତାଙ୍କ ସମ୍ପନ୍ତି ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ଗୁଜରାଟରେ ଆଜି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେଉଛି। ଏଥିପାଇଁ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଆଉ ଆଜି ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରୁଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ ପ୍ରାୟ ୨୫ ଜଣ ନୂଆ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । ଏହି ନୂଆ ମନ୍ତ୍ରୀଙ୍କ…

ଭିନୁ ମଙ୍କଡ ଟ୍ରଫି: ନକଆଉଟରେ ଓଡିଶା

ଭୁବନେଶ୍ୱର: ୧୯ ବର୍ଷରୁ କମ ଭିନୁ ମଙ୍କଡ ଟ୍ରଫିରେ ଓଡିଶାର ଖେଳାଳିମାନେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । କ୍ରମାଗତ ୪ର୍ଥ ବିଜୟ ସହ ଦଳ ଏବେ ନକଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛି । ହରିୟାଣାର ଝାଜରରେ ଖେଳାଯାଇଥିବା ବରୋଦା ବିପକ୍ଷ ମ୍ୟାଚରେ ଓଡିଶା ୬ ୱିକେଟରେ ବିଜୟ ହାସଲ କରିଛି । ଟସ ଜିତି…