ଜୟପୁରରେ ଉଦ୍ଧାର ହେଲା ପ୍ରଥମ ଉଡନ୍ତା ସାପ
କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରରେ ପ୍ରଥମଥର ପାଇଁ ଉଦ୍ଧାର ହୋଇଛି ଉଡନ୍ତା ସାପ । ସହରରେ ଥିବା ଗୌଡସାହିର ଜଣେ ବ୍ୟକ୍ତିଙ୍କ ଘରେ ଏହି ସାପ ପଶିଥିବା ଦେଖି ସଙ୍ଗେସଙ୍ଗେ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରିଥିଲେ ।
ଏହାପରେ ୱାଇଲ୍ଡ ଆନିମଲ ରେସ୍କ୍ୟୁ ଟିମର ସସ୍ଥାପକ କୃଷ୍ଣକେଶବ…