Latest Odisha News

BREAKING NEWS

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଦେଲେ ଏମିତି କଥା…

ଭୁବନେଶ୍ୱର: ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ। କଂଗ୍ରେସର ଅନାସ୍ଥା ଆହ୍ଵାନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ମନ୍ତ୍ରୀ କହିଛନ୍ତି ଯେ ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି ବରଂ ଅନାସ୍ଥା ପ୍ରସ୍ତାବରେ ନିଜେ…

ଅନିଲ ଅମ୍ବାନୀଙ୍କ ୫୦ କମ୍ପାନୀ ଉପରେ ଇଡିର ରେଡ୍

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ସହିତ ଜଡିତ ୩୫ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଏଥିରେ ପ୍ରାୟ ୫୦ଟି କମ୍ପାନୀ ଅନ୍ତର୍ଭୁକ୍ତ ହୋଇଥିବା ବେଳେ୨୫ରୁ ଅଧିକ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୟେସ୍…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ଆଦିବାସୀ ମହାସଂଘ; ଆଦିବାସୀଙ୍କ ସାମୂହିକ କଲ୍ୟାଣ ପାଇଁ ରଖିଲେ ପ୍ରସ୍ତାବ

ଭୁବନେଶ୍ବର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ, ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଭେଟି ଆଦିବାସୀମାନଙ୍କ ବିଭିନ୍ନ ସମସ୍ୟା ଓ ସାମୂହିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଦିବାସୀ…

ସିଂହବାହିନୀରେ ଯାତ୍ରା କରିବେ ପିୟୂଷ

କଟକ : କିଛି ଦିନର ନିରବତା ପରେ ପୁଣିଥରେ ବଡ ବୟାନ ଦେଇଛନ୍ତି ଯାତ୍ରାଜଗତର ଚର୍ଚ୍ଚିତ ଖଳନାୟକ ପୀୟୂଷ । ଆସନ୍ତା ଦଶହରାରୁ ପୁଣିଥରେ ମଞ୍ଚକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମ ଆଗରେ ସିଂହବାହିନୀରେ କାମ କରିବେ ବୋଲି ନିଜେ ସ୍ପଷ୍ଟ କରିଛନ୍ତି । ବର୍ଷେ ବିଶ୍ରାମ ପାଇଁ ଆଗରୁ ସେ…

୧୬ ଘଣ୍ଟା ପରେ ଉଦ୍ଧାର ହେଲେ ଗନ୍ଧମାର୍ଦ୍ଦନ ପାହାଡ଼ରେ ଫସିଥିବା ୧୭ ପର୍ଯ୍ୟଟକ

ବଲାଙ୍ଗୀର: ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ୧୭ ଛତିଶଗଡ଼ି ପର୍ଯ୍ୟଟକ ଉଦ୍ଧାର। ୧୬ ଘଣ୍ଟା ପରେ ଉଦ୍ଧାର ହେଲେ ଏହି ପର୍ଯ୍ୟଟକ। ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ରାତିସାରା ଚାଲିଥିଲା ଅପରେସନ୍। ଅପରେସନରେ ସାମିଲ୍ ହୋଇଥିଲେ ପୋଲିସ୍, ଅଗ୍ନିଶମ ଓ ବନ ବିଭାଗ କର୍ମଚାରୀ। ପ୍ରବଳ…

ବିଏମସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ

ଭୁବନେଶ୍ୱର: BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଗିରଫ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ୪ଟି ସ୍ଥାନରେ ଚଢ଼ାଉ କରି କୋଟି କୋଟି ଟଙ୍କାର ସଂପତ୍ତି ପାଇଛି ଭିଜିଲାନ୍ସ। ଭୁବନେଶ୍ବରରେ ଗୋଟିଏ, ଗୁଣପୁରରେ ୨ଟି ବହୁତଳ କୋଠା ଠାବ ହୋଇଛି।…

୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣକୁ ନେଇ ଟପ୍ କୋର୍ଟଙ୍କ ବଡ ରାୟ, ଜେଲକୁ ଫେରିବେନି ଅଭିଯୁକ୍ତ…..

ନୂଆଦିଲ୍ଲୀ: ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପ୍ରସଙ୍ଗରେ ଆଜି ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ…

ନର୍ସିଂ ଛାତ୍ରୀ ବିଷ ପିଇବା ଘଟଣା; ୨ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ଜଣେ ୨୧ ବର୍ଷୀୟ ବିଏସସି ନର୍ସିଂ ଦ୍ଵିତୀୟ ବର୍ଷର ଛାତ୍ରୀ ପୁରୁଷ ବନ୍ଧୁଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ସହି ନପାରି ଗତ ୧୭ ତାରିଖରେ ବିଷପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତାଙ୍କୁ ଆଜି ଭୋର ୪.୩୦ଟା ସମୟରେ ଗୁରୁତର ଅବସ୍ଥାରେ…

ରାହୁଲ ଗାନ୍ଧୀଙ୍କୁ ନେଇ କିଛି ଏମିତି କହିଲେ ସ୍ମୃତି ଇରାନୀ….ଅବସର ନେଇ ଦେଲେ ବଡ ବୟାନ….

ନୂଆଦିଲ୍ଲୀ: ପୁଣି ଛୋଟ ପରଦାକୁ ଫେରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବେ ଖବରର ଶିରୋନାମାରେ ରହିଛନ୍ତି । ଟିଭି ଧାରାବାହିକ 'କ୍ୟୁଙ୍କି ଶାଶ୍ ଭି କଭି ବହୁ ଥି'ରେ ଫେରିବା ସହିତ, ଏପରି ଅନୁମାନ କରାଯାଉଥିଲା ଯେ ସ୍ମୃତି ଇରାନୀ ଏବେ ରାଜନୀତି ଛାଡିପାରନ୍ତି, କିନ୍ତୁ ଏବେ…

ୟୁକେରେ ମୋଦିଙ୍କୁ ଭବ୍ୟ ସ୍ବାଗତ: ମୋଦି ମୋଦି…ଭାରତ ମାତା କି ଜୟରେ କମ୍ପିଲା ବିଦେଶ ମାଟି….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଦୁଇ ଦିନିଆ ଗସ୍ତରେ ୟୁକେରେ ପହଞ୍ଚିଛନ୍ତି, ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ମୋଦିଙ୍କ ବ୍ରିଟେନ ଏବଂ ମାଳଦ୍ୱୀପକୁ ଚାରି ଦିନିଆ ଗସ୍ତର ଦ୍ବିତୀୟ ଦିନ । ଯେଉଁଠାରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭେଟିବେ ଏବଂ…