ଅଗଷ୍ଟ ୧୬ରୁ ଭୁବନେଶ୍ଵରରୁ ଝାରସୁଗୁଡାକୁ ଉଡ଼ିବ ବିମାନ
ଭୁବନେଶ୍ୱର: ଏକ ଆଞ୍ଚଳିକ ବିମାନ କମ୍ପାନୀ ଷ୍ଟାର ଏୟାର ଅଗଷ୍ଟ ୧୬ରୁ ଭୁବନେଶ୍ୱର ଏବଂ ଝାରସୁଗୁଡା ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବ।
ଷ୍ଟାର ଏୟାରର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଶିଳ୍ପା ଭାଟିଆ କହିଛନ୍ତି ଯେ, "ଆମେ ଭୁବନେଶ୍ୱରରୁ ଆମର ସେବା ଆରମ୍ଭ କରି ଆନନ୍ଦିତ। ଝାରସୁଗୁଡା…