ଟିଭିକେ କଲା ପ୍ରାର୍ଥୀ ଘୋଷଣା, ତାମିଲନାଡୁର ୨ଟି ଆସନରୁ ନିର୍ବାଚନ ଲଢିବେ ଥଲାପତି
ଚେନ୍ନାଇ: ଅଭିନେତା ଏବଂ ତାମିଲଗା ଭେଟ୍ରି କାଝାଗମ (ଟିଭିକେ) ମୁଖ୍ୟ ବିଜୟ ଆସନ୍ତା ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ରବିବାର ଏକ ବଡ଼ ଘୋଷଣା କରିଛନ୍ତି । ବିଜୟ ଘୋଷଣା କରିଛନ୍ତି ଯେ ସେ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ - ଚେନ୍ନାଇର ପେରାମ୍ବୁର ଏବଂ ତିରୁଚିରାପଲ୍ଲୀ ଆସନରୁ…