୨ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ
ମାଲକାନଗିରି: ପୁଣି ଆତଙ୍କ ଖେଳାଇଲେ ଲାଲବାହିନୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରର ତର୍ରେମ ଥାନା ଛଟୁବାଇ ଓ ବଡେ ତର୍ରେମ ଗାଁରେ ମାଓବାଦୀ ମାନେ ୨ ଜଣ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।
ଦୁଇ ମୃତକ ହେଲେ ଛୁଟବାଇ ଗାଁର ୫୦ ବର୍ଷୀୟ…