ଟିମ୍ରେ ଯେଉଁ ଖେଳାଳି ପାଣି ବୋଟଲ ନେଇ ପଡ଼ିଆକୁ ଯାଆନ୍ତି, ତାଙ୍କୁ କେତେ ମିଳେ ମ୍ୟାଚ୍ ଫି ?
ନୂଆଦିଲ୍ଲୀ: କ୍ରିକେଟ୍ ମ୍ୟାଚ୍ ସମୟରେ ଆପଣ ଅନେକ ଥର ଦେଖିଥିବେ ଯେ, ଯେତେବେଳେ କୌଣସି ଖେଳାଳି ଥକିଯାଆନ୍ତି କିମ୍ବା ଓଭର ଶେଷ ହୋଇଯାଏ, ପଡ଼ିଆ ଭିତରକୁ ଜଣେ ଖେଳାଳି ପାଣି ବୋତଲ ଧରି ଦୌଡ଼ି ଆସନ୍ତି। ଲୋକମାନେ ପ୍ରାୟତଃ ମଜାରେ କହନ୍ତି ଯେ ଏହି ଓ୍ୱାଟର ବୟ୍ ଖେଳାଳି କେବଳ ବୁଲିବାକୁ…